Raju Srivastava's first comedy show earned only Rs.50
ମନୋରଞ୍ଜନ  ଦେଶ- ବିଦେଶ 

ରାଜୁ ଶ୍ରୀବାସ୍ତବଙ୍କ ପ୍ରଥମ କମେଡି ସୋ ର ରୋଜଗାର ଥିଲା ମାତ୍ର ୫୦ ଟଙ୍କା

ରାଜୁ ଶ୍ରୀବାସ୍ତବଙ୍କ ପ୍ରଥମ କମେଡି ସୋ ର ରୋଜଗାର ଥିଲା ମାତ୍ର ୫୦ ଟଙ୍କା ସମସ୍ତଙ୍କୁ କନ୍ଦାଇ ଅଫେରା ରାଇଜକୁ ଚାଲିଯାଇଛନ୍ତି ହସର ସୌଦାଗର ରାଜୁ ଶ୍ରୀବାସ୍ତବ I ଷ୍ଟାଣ୍ଡଅପ କମେଡିଆନ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ ରାଜୁ I ଆଜି ମାତ୍ର ୫୮ ବୟସରେ ତାଙ୍କର ଦିଲ୍ଲୀ ଏମ୍ସ ହସ୍ପିଟାଲ ରେ ପରଲୋକ ହୋଇଯାଇଛି I କମେଡି ଦୁନିଆରେ ‘ଗଜୋଦ୍ଧର ଭୈୟା’ ନାମରେ ଖୁବ ଖ୍ୟାତି ଲାଭ କରିଥିଲେ I ରାଜୁ ଶ୍ରୀବାସ୍ତବ ଙ୍କ ଜୀବନଯାତ୍ରା ଥିଲା ଖୁବ ସଂଘର୍ଷ ପୂର୍ଣ୍ଣ I ସେ କାନପୁରର ଉନ୍ନାବରେ ୧୯୬୩ ଡିସେମ୍ବର ୨୫ […]
Read More...

Advertisement