raja ravi varma international award 2022
ଜିଲ୍ଲା  ଓଡ଼ିଶା 

ଚିତ୍ରକଳା ପାଇଁ ଡା. ଦୀନବନ୍ଧୁ ସାହୁଙ୍କୁ ରାଜା ରବି ବର୍ମା ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପୁରସ୍କାର

ଚିତ୍ରକଳା ପାଇଁ ଡା. ଦୀନବନ୍ଧୁ ସାହୁଙ୍କୁ ରାଜା ରବି ବର୍ମା ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପୁରସ୍କାର ଭବାନୀପାଟଣା : ନିକଟ ଅତୀତରେ କରୋନାର ଘଡିସନ୍ଧି ମୂହୁର୍ତ୍ତରେ ଗୌହାଟୀସ୍ଥିତ ଲଳିତ କଳା କେନ୍ଦ୍ର, ଆସାମ ଦ୍ୱାରା ଏକ ଆଭାସୀ ଆର୍ନ୍ତଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଏବଂ କୃତି ପୁରସ୍କାର ଆବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଚିତ୍ରକଳା ପ୍ରଦର୍ଶନୀରେ ଦେଶ ବିଦେଶରୁ ୪୭୩ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଭାରତ, ଶ୍ରୀଲଙ୍କା, ପର୍ତ୍ତୁଗାଲ, ସାଉଥ ଆଫ୍ରିକା, ଥାଇଲାଣ୍ଡ, କୁଏତ୍‌, ୟୁଏଇ, ମାଲେସିଆ, ଇଜିପ୍‌ଟ, ନେଦରଲାଣ୍ଡ, କୋରିଆ, ବାଂଲାଦେଶ, ନେପାଳ, ପ୍ୟାରିସ, ୟୁଏସ୍‌ଏ ଆଦି ବିଭିନ୍ନ […]
Read More...

Advertisement