Queen Elizabeth II
ବିଶ୍ବ 

ବଦଳିବ ବ୍ରିଟେନ ମୁଦ୍ରା: ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସ୍ଥାନରେ ରହିବ ତୃତୀୟ ଚାର୍ଲସଙ୍କ ଚିତ୍ର

ବଦଳିବ ବ୍ରିଟେନ ମୁଦ୍ରା: ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ସ୍ଥାନରେ ରହିବ ତୃତୀୟ ଚାର୍ଲସଙ୍କ ଚିତ୍ର ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁପରେ ବ୍ରିଟେନର ଜନଜୀବନରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛ । କାରଣ ରାଣୀ ବ୍ରିଟେନର ଆଳଙ୍କାରିକ ମୁଖ୍ୟ ହେଲେ ମଧ୍ୟ ଲୋକମାନଙ୍କ ଜୀବନ ସହିତ ଅଙ୍ଗାଙ୍ଗିଭାବେ ଜଡ଼ିତ ଥିଲେ । ସବୁଠାରୁ ମୁଖ୍ୟ ପରିବର୍ତ୍ତନ ହେଉଛି.. ବ୍ରିଟିଶ ମୁଦ୍ରାକୁ ବଦଳାଯିବ । କାରଣ ବର୍ତ୍ତମାନର ନୋଟ ଓ କଏନରେ ରାଣୀଙ୍କ ଚିତ୍ର ରହିଛି । ନୂଆ ନୋଟ ଓ କଏନରେ ରାଜା ତୃତୀୟ ଚାର୍ଲସୟଙ୍କ ଚିତ୍ର ରହିବ । ତେବେ ଏବେ […]
Read More...
ବିଶ୍ବ 

ମହାରାଣୀ ପିଇଥିବା ଚା ପ୍ୟାକେଟ ୯ ଲକ୍ଷରେ ନିଲାମ

ମହାରାଣୀ ପିଇଥିବା ଚା ପ୍ୟାକେଟ ୯ ଲକ୍ଷରେ ନିଲାମ ଲଣ୍ଡନ: ବ୍ରିଟେନ ମହାରାଣୀ ମୃତ୍ୟୁ ପରେ ବର୍ତ୍ତମାନ ମହାରାଣୀ ବ୍ୟବହାର କରିଥିବା କିଛି ଦୁର୍ମୁଲ୍ୟ ସାମଗ୍ରୀକୁ ଏବେ ଅନଲାଇନ େୱବସାଇଟ ମାଧ୍ୟମରେ ବିକ୍ରି କରାଯିବାର ଦେଖିବାକୁ ମିଳିଛି । ବଡ କଥା ଯେ ଏବେ ଅନଲାଇନ ପୋର୍ଟାଲରେ ଉପଲବ୍ଧ ସାମଗ୍ରୀ ମଧ୍ୟରେ ଏକ ଚା ପ୍ୟାକେଟ ମଧ୍ୟ ରହିଛି, ଯାହାର ମୂଲ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ୭୦ ବର୍ଷର ରାଜତ୍ୱକୁ ସ୍ମରଣ କରିବା ପାଇଁ, ଅନଲାଇନ ପ୍ଲାଟଫର୍ମ […]
Read More...
ବିଶ୍ବ 

ଇତିହାସର ସବୁଠୁ ମହଙ୍ଗା ଛାଡପତ୍ର !

ଇତିହାସର ସବୁଠୁ ମହଙ୍ଗା ଛାଡପତ୍ର ! ଦୁବ।ଇ: ଡିସେମ୍ବର ୨୨: ଦୁବ।ଇ ର।ଜ। ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ ମକତୁମ ତାଙ୍କ ପତ୍ନୀ ତଥ। ଦୁବ।ଇର ର।ଣୀ ହୟ। ବିନ୍ତ ଅଲ ହୁସୈନଙ୍କୁ ୫୫୦୦ କୋଟି ଟଙ୍କ। ଦେଇ ଛ।ଡପତ୍ର ନେଇଛନ୍ତି । ଏହ। ବ୍ରିଟେନ୍ ଇତିହ।ସରେ ସବୁଠୁ ଦ।ମୀ ଛ।ଡପତ୍ର ବୋଲି ରେକର୍ଡ କରିଛି । କେବଳ ଏତିକି ନୁହେଁ ତାଙ୍କର ଦୁଇ ସନ୍ତ।ନ ୧୪ ବର୍ଷିୟ ଅଲଜ୍ଲିଲ। ଓ ୯ ବର୍ଷର ଜ।ୟଦଙ୍କ ଭରଣ ପୋଷଣ ପ।ଇଁ ୨୯୦୦ କୋଟି […]
Read More...

Advertisement