PUSHKAR SINGH DHAMI OWN BY 54000 VOTES
ରାଜନୀତି 

ପୁଷ୍କର ସିଂହ ଧାମୀ ୫୪,୦୦୦ ଭୋଟରେ ବିଜୟୀ

ପୁଷ୍କର ସିଂହ ଧାମୀ ୫୪,୦୦୦ ଭୋଟରେ ବିଜୟୀ ନୂଆଦିଲ୍ଲୀ: ଜୁନ ୬:ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୫୪,୦୦୦ ଭୋଟରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି । ଚମ୍ପାୱତ ଉପନିର୍ବାଚନର ଭୋଟ୍‌ ଗଣନାରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଗୁଆ ଥିଲେ । ସକାଳ ୯.୩୦ ସୁଦ୍ଧା ବିଜେପି ପ୍ରାର୍ଥୀ ଧାମୀ ୨୫,୦୦୦ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥି ନିର୍ମଳା ଗାଠୋରି ୧,୩୦୦ରୁ କମ୍‌ ଭୋଟ୍‌ ପାଇଥିଲେ । ସେହିପରି ସମାଜବାଦୀ ପାର୍ଟିର […]
Read More...

Advertisement