Puri Police
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଶ୍ରୀମନ୍ଦିରରେ ଦୁର୍ବୃତ୍ତ ଭାଙ୍ଗିଲା ରୋଷଚୁଲା
Published On
By Samaya Live
ପୁରୀ: ଅପ୍ରେଲ୦୫: ଶ୍ରୀମନ୍ଦିରରେ ଭାଙ୍ଗିଲା ରୋଷଚୁଲା। ଘଟଣାରେ ସୁରକ୍ଷାରେ ନିୟୋଜିତ ଜେଟିପିଙ୍କୁ ପଚରାଉଚରା କରୁଛି ପୋଲିସ । ଏଥିରେ ୪ ଜଣ ଜେଟିପିଙ୍କୁ ନୋଟିସ କରାଯାଇଛି ।କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ସନ୍ଦେହରେ ପୋଲିସର ପଚରାଉଚରା ଜାରି ରହିଛି । ଖବର ଅନୁଯାୟୀ, ଏହି ଘଟଣାରେ ତଦନ୍ତକୁ ଜୋରଦାର କରାଯାଇଛି। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ଏହାପରଠାରୁ ଆକ୍ସନମୋଡ଼କୁ ଆସିଥିଲା ପୋଲିସ । ଏହି ଘଟଣାରେ ତଦନ୍ତ ପାଇଁ ୫ଜଣିଆ ଟିମ୍ […]
ଚିତ୍ତରଞ୍ଜନ ମୃତ୍ୟୁ ମାମଲା: ଆକ୍ସନ୍ ମୋଡରେ କ୍ରାଇମବ୍ରାଞ୍ଚ
Published On
By Samaya Live
ପୁରୀ:ଡିସେମ୍ବର୧୮: ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାକୁ ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। କ୍ର।ଇମ୍ବ୍ର।ଞ୍ଚ ଟିମ୍ ଘଟଣ।ର ପ୍ରକୃତ ସତ୍ୟ।ସତ୍ୟ ପ।ଇଁ ଜ।ରି ରଖିଛି ପ୍ରୟ।ସ । ୨ ଦିନ ତଳେ କ୍ର।ଇମବ୍ର।ଞ୍ଚର ଚ।ରିଜଣିଆ ଟିମ୍ ଗଡମୃଗଶିର। ଘଟଣ।ସ୍ଥଳରେ ପହଞ୍ଚି ଗ୍ର।ମବ।ସୀଙ୍କ ବୟ।ନ ରେକର୍ଡ କରିଥିବ। ବେଳେ ପାରିପାଶ୍ୱର୍କ ସ୍ଥିତିକୁ ମଧ୍ୟ ଯ।ଞ୍ଚ କରିଥିଲେ। ଏହ।ପରେ ମୃତ ଚିତ୍ତରଞ୍ଜନଙ୍କ ପରିବ।ର ଲୋକଙ୍କ ବୟ।ନ ରେକର୍ଡ କରିବ। ସହ ପୁରୀ ବ।ସେଳିସ।ହି […]
ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଜର ତଦନ୍ତ ଜାରି
Published On
By Samaya Live
ପୁରୀ: ଡିସେମ୍ବର ୧୭: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣ।ରେ କ୍ର।ଇମବ୍ର।ଞ୍ଚର ତଦନ୍ତ । ଗୁରୁବ।ର ଚିତ୍ତଙ୍କ ପରିବ।ର ଲୋକଙ୍କ ବୟ।ନ ରେକର୍ଡ ସହ ଅଟକ ଥିବ। ଜଗ।, ସଞ୍ଜୟ ଦ।ସବର୍ମ।ଙ୍କ ପିଏସଓ ସର୍ବେଶ୍ୱର ଜେନ। ଓ ଅନ୍ୟ ସହଯୋଗୀମ।ନଙ୍କୁ ପୁରୀ ବ।ସେଳୀସ।ହି ଥ।ନ।ରେ ପଚର।ଉଚର। କରିଥିଲ। । ଏହ। ପରେ ଶୁକ୍ରବ।ର ଜଗ।ର ମ।ଟିଆପଡ। ସ୍ଥିତ ଭଡ।ଘରେ କ୍ର।ଇମବ୍ର।ଞ୍ଚ ତନ।ଘନ। ଆରମ୍ଭ କରିଛି।ତେବେ ଏହି କ୍ରାଇମବ୍ରାଞ୍ଚର ତଦନ୍ତ ପରେ କଣ ଆସିବ ପ୍ରକୃତ ସତ୍ୟ ତାରି […]
କ୍ୱାରେଣ୍ଟାଇନ୍ରେ କୁମ୍ଭାରପଡା ଥାନା ଆଇଆଇସିଙ୍କ ସମେତ ୩୦
Published On
By Samaya Live
Edited by Papu Mohanty ଭୁବନେଶ୍ୱର : May 17: ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ପୁରୀ କୁମ୍ଭାରପଡା ଥାନା ଆଇଆଇସିଙ୍କ ସମେତ ୩୦କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି । ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଥିଲା । କରୋନା ନମୁନା ପରୀକ୍ଷାରେ ତାର ପଜିଟିଭ ରିପୋର୍ଟ ଆସିବାରୁ ଏହି ପଦକ୍ଷେପ ନିଆଯାଇଥିବା ଏସ୍ପି ସୂଚନା ଦେଇଛନ୍ତି । ସୋମବାର ସମସ୍ତଙ୍କ ସ୍ୱାବ୍ ପରୀକ୍ଷା କରାଯିବ । ରବିବାର ସମ୍ପୂର୍ଣ୍ଣ ଥାନାକୁ ସାନିଟାଇଜ୍ କରାଯାଇଛି । ଏହି ଖବର […]

