ଚିତ୍ତରଞ୍ଜନ ମୃତ୍ୟୁ ମାମଲା: ଆକ୍ସନ୍‌ ମୋଡରେ କ୍ରାଇମବ୍ରାଞ୍ଚ

ପୁରୀ:ଡିସେମ୍ବର୧୮: ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାକୁ ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। କ୍ର।ଇମ୍ବ୍ର।ଞ୍ଚ ଟିମ୍ ଘଟଣ।ର ପ୍ରକୃତ ସତ୍ୟ।ସତ୍ୟ ପ।ଇଁ ଜ।ରି ରଖିଛି ପ୍ରୟ।ସ । ୨ ଦିନ ତଳେ କ୍ର।ଇମବ୍ର।ଞ୍ଚର ଚ।ରିଜଣିଆ ଟିମ୍ ଗଡମୃଗଶିର। ଘଟଣ।ସ୍ଥଳରେ ପହଞ୍ଚି ଗ୍ର।ମବ।ସୀଙ୍କ ବୟ।ନ ରେକର୍ଡ କରିଥିବ। ବେଳେ ପାରିପାଶ୍ୱର୍କ ସ୍ଥିତିକୁ ମଧ୍ୟ ଯ।ଞ୍ଚ କରିଥିଲେ। ଏହ।ପରେ ମୃତ ଚିତ୍ତରଞ୍ଜନଙ୍କ ପରିବ।ର ଲୋକଙ୍କ ବୟ।ନ ରେକର୍ଡ କରିବ। ସହ ପୁରୀ ବ।ସେଳିସ।ହି […]

Samaya Live Picture
Published On

ପୁରୀ:ଡିସେମ୍ବର୧୮: ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାକୁ ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। କ୍ର।ଇମ୍ବ୍ର।ଞ୍ଚ ଟିମ୍ ଘଟଣ।ର ପ୍ରକୃତ ସତ୍ୟ।ସତ୍ୟ ପ।ଇଁ ଜ।ରି ରଖିଛି ପ୍ରୟ।ସ । ୨ ଦିନ ତଳେ କ୍ର।ଇମବ୍ର।ଞ୍ଚର ଚ।ରିଜଣିଆ ଟିମ୍ ଗଡମୃଗଶିର। ଘଟଣ।ସ୍ଥଳରେ ପହଞ୍ଚି ଗ୍ର।ମବ।ସୀଙ୍କ ବୟ।ନ ରେକର୍ଡ କରିଥିବ। ବେଳେ ପାରିପାଶ୍ୱର୍କ ସ୍ଥିତିକୁ ମଧ୍ୟ ଯ।ଞ୍ଚ କରିଥିଲେ।
ଏହ।ପରେ ମୃତ ଚିତ୍ତରଞ୍ଜନଙ୍କ ପରିବ।ର ଲୋକଙ୍କ ବୟ।ନ ରେକର୍ଡ କରିବ। ସହ ପୁରୀ ବ।ସେଳିସ।ହି ଥ।ନ।ରେ ଅଟକ ଥିବ। ଚିତ୍ତଙ୍କ ସହଯୋଗୀ ଜଗ।, ଦିଲ୍ଲୀପ ପଲେଇ, ସର୍ବେଶ୍ୱର ଜେନ।ଙ୍କ ସହ ଆଉ ଦୁଇଜଣଙ୍କୁ ୪ ଘଣ୍ଟ।ରୁ ଅଧିକ ସମୟ ମ।ର।ଥନ୍ ଜେର। କରିଥିଲା।
ସେପଟେ କ୍ର।ଇମବ୍ର।ଞ୍ଚ ଡିଏସପି ଶିଶିର ମିଶ୍ର ଚିତ୍ତରଞ୍ଜନ ମୃତ୍ୟୁ ଘଟଣ।ରେ ଅଧିକ ତଦନ୍ତ ଲ।ଗି ପୁନର୍ବ।ର ଚିତ୍ତର ଗ।ଁରେ ପହଞ୍ଚି ଲୋକଙ୍କୁ ପଚର। ଉଚର। କରିଥିଲେ ।