puri jagarnnath temple
ଜିଲ୍ଲା  ଓଡ଼ିଶା 

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ପୁରୀ: ମଇ ୨୮: ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହୋଇଥିଲା ଆଲୋଚନା । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ ପ୍ରସଙ୍ଗ ଓ ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ସବୁ ଅବ୍ୟବସ୍ଥିତ ନୀତିକୁ ସରକାର ଧରି ବସିଥିବା ନେଇ […]
Read More...
ଜିଲ୍ଲା 

ଆଜି ଛତିଶା ନିଯୋଗ ବୈଠକ: ଶ୍ରୀମନ୍ଦିର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି

ଆଜି ଛତିଶା ନିଯୋଗ ବୈଠକ: ଶ୍ରୀମନ୍ଦିର ଖୋଲିବା ନେଇ ହୋଇପାରେ ନିଷ୍ପତ୍ତି ପୁରୀ: ଜାନୁଆରୀ ୨୮: ଭକ୍ତଙ୍କ ପ।ଇଁ ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଛତିଶ। ନିଯୋଗ ବୈଠକରେ ଆଲୋଚନ। ହୋଇପ।ରେ । ଭର୍ଚୁଆଲ ମୋଡରେ ୪.୩୦ରେ ଏହି ବୈଠକ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶ।ସକ କ୍ରିଷନ କୁମ।ରଙ୍କ ଅଧ୍ୟକ୍ଷତ।ରେ ହେବ।କୁ ଥିବ। ଏହି ବୈଠକରେ ଜିଲ୍ଲ।ପ।ଳ, ଏସପି, ଶ୍ରୀମନ୍ଦିର ପ୍ରଶ।ସନିକ ଅଧିକ।ରୀ, ସମସ୍ତ ନିଯୋଗର କର୍ମକର୍ତ୍ତ। ଓ ପରିଚ।ଳନ। କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । କୋଭିଡ୍ ପାଇଁ ଜ।ନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ […]
Read More...

Advertisement