puri jagarnath
ଜିଲ୍ଲା 

କାଲି ରଥ ଅନୁକୂଳ ପରେ ଆଜି ହୋଇଛି ଚିରଟ ପ୍ରକ୍ରିୟା

କାଲି ରଥ ଅନୁକୂଳ ପରେ ଆଜି ହୋଇଛି ଚିରଟ ପ୍ରକ୍ରିୟା ପୁରୀ: ମଇ ୦୪: ରଥଖଳା ହେଲା ଚଳଚଞ୍ଚଳ । ଆଜି ସକାଳୁ ରଥ ନିର୍ମାଣ ପାଇଁ ଚିରଟ ଆରମ୍ଭ ହୋଇଛି । ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ପ୍ରଥମେ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇ ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ସୁନା ଓ ରୂପା କୁରାଢ଼ି ଛୁଆଁଇ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ପରମ୍ପରା ଅନୁସାରେ ଗତକାଲିଠାରୁ ହିଁ ଘୋଷଯାତ୍ରା ପାଇଁ ରଥ […]
Read More...

Advertisement