puri emar matha
ଅପରାଧ 

ଏମାର ମଠରୁ ଚୋରି ହେଲା ସୁନା ତୋରଣ !

ଏମାର ମଠରୁ ଚୋରି ହେଲା ସୁନା ତୋରଣ ! ପୁରୀ: ମଇ ୦୬: ପୁରୀ ଏମାର ମଠରେ ଚୋରି । ମିଳୁନି ମଙ୍ଗଳଗିରି ସୁନା ତୋରଣ । ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏହି ଘଟଣାର ସାମ୍ନାକୁ ଆସିଛି। ରାମାନୁଜଙ୍କ ମୂର୍ତ୍ତିର ଉପରେ ଥିବା ଏହି ମୂଲ୍ୟବାନ ତୋରଣ କୁଆଡେ ଗାୟବ ହେଇଯାଇଥିଲା। ତେବେ ସେ ତୋରଣ ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସୁନା ତୋରଣକୁ କେଉଁଠାରେ ସୁରକ୍ଷିତ ରଖାଯାଇଛି ନାଁ ଏହାକୁ କିଏ ଚୋରାଇ ନେଇଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ୨୦୧୧ ମସିହାରେ […]
Read More...

Advertisement