puri dic office superviser caught with breve
ଜିଲ୍ଲା 

ଧରା ପଡିଲେ ଲାଞ୍ଚୁଆ ସୁପରଭାଇଜର୍‌

ଧରା ପଡିଲେ ଲାଞ୍ଚୁଆ ସୁପରଭାଇଜର୍‌ ପୁରୀ: ଜୁଲାଇ ୦୮: ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍‌ । ପୁରୀ ଖଦି ଗ୍ରାମୋଦ୍ୟୋଗ କାର୍ଯ୍ୟାଳୟର ସୁପରଭାଇଜର ନାରାୟଣ ପଟ୍ଟନାୟକଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଧରିଛି ଭିଜିଲାନ୍ସ । ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି । ଭିଜିଲାନ୍ସ ଡିଏସପିଙ୍କ ପ୍ରତ୍ୟକ୍ଷ ତ‰ାବଧାନରେ ଚଢାଉ କରାଯାଇ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରାଯାଇଥିଲା । ପୁରୀର ଏକ ମେଟାଲ ପ୍ରୋସେସିଂ ୟୁନିଟର ମାଲିକଙ୍କ ଅଭିଯୋଗ ଆଧାରରେ ଧରାପଡିଛନ୍ତି ନାରାୟଣ । ସେ […]
Read More...

Advertisement