puja hegde
ମନୋରଞ୍ଜନ 

ବିମାନରେ ପୂଜାଙ୍କୁ ହେଲା ଖରାପ ବ୍ୟବହାର

ବିମାନରେ ପୂଜାଙ୍କୁ ହେଲା ଖରାପ ବ୍ୟବହାର ନୂଆଦିଲ୍ଳୀ: ଜୁନ ୧୦: ପୂଜା ହେଗଡେଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଉଡ଼ାଣରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାରକୁ ଦର୍ଶାଇ ଅଭିନେତ୍ରୀ ବିମାନ ସେବାରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ପୂଜା ହେଗଡେ ଟ୍ୱିଟର ମାଧ୍ୟମରେ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର କାହାଣୀକୁ ବର୍ଣ୍ଣନା କରିଛନ୍ତି । ଏହି ଘଟଣା ବିଷୟରେ ଉଲ୍ଲେଖ କରି ଅଭିନେତ୍ରୀ ଇଣ୍ଡିଗୋ ଏୟାରଲାଇନକୁ ଟ୍ୟାଗ୍‌ କରିଛନ୍ତି । ପୂଜା ହେଗଡେ ଟ୍ୱିଟ୍‌ କରି ନିଜର ରାଗକୁ ପ୍ରକାଶ […]
Read More...

Advertisement