PRISONER DEATH
ଓଡ଼ିଶା  ଅପରାଧ 

ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ବୌଦ୍ଧ: ଜେଲ ଭିତରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣା ଘଟିଛି ବୌଦ୍ଧ ଉପକାରାଗାରରେ I ମୃତକ ହେଲେ କଣ୍ଟାମାଳ ବ୍ଲକ କଳରକୋଠା ଗାଁର ଅରକ୍ଷିତ ସାହୁ । ସେ ଏକ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିଲେ । ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ସେହିପରି ଗତ ୨ ମାସ ତଳେ ଜଣେ କଏଦୀଙ୍କ ବେକ କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ କିଛି କଏଦୀ । ସେତେବେଳେ ପ୍ରଶ୍ନ ଘେରରେ […]
Read More...

Advertisement