Prime Minister
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ସ୍କିମର ଶୁଭାରମ୍ଭ
Published On
By Samaya Live
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’ । ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି । କମ୍ପାନୀମାନେ ‘ଭାରତ’ ବ୍ରାଣ୍ଡରେ ସମସ୍ତ ସବସିଡଯୁକ୍ତ ସାରକୁ ଏଥିରେ ଅନ୍ତର୍ଭୁକ୍ତ କରି ବଜାରରେ ପହଞ୍ଚାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ- […]
ଟିକାୟତଙ୍କ ନୂଆ ବୟାନ୍!
Published On
By Samaya Live
ନୂଆଦିଲ୍ଲୀ: ଡିସେମ୍ବର ୨୭: କିସ।ନ ୟୁନିଅନ ମୁଖପ।ତ୍ର ର।କେଶ ଟିକ।ଇତ ପୁଣି ଥରେ କେନ୍ଦ୍ର ସରକ।ରଙ୍କୁ ଟ।ର୍ଗେଟ କରିଛନ୍ତି। ସେ ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି ଯେ ଦେଶର ପ୍ରଧ।ନମନ୍ତ୍ରୀ କ୍ଷମ। ମ।ଗନ୍ତୁ ନ।ହିଁ। ଆମେ ବିଦେଶରେ ତ।ଙ୍କର ପ୍ରତିଷ୍ଠ।କୁ ଖର।ପ କରିବ।କୁ ଚ।ହୁଁନ।ହୁଁ । ଯଦି ନିଷ୍ପତ୍ତି ଅଛି, ତେବେ ଚ।ଷୀଙ୍କ ସହମତି ବିନ। ଭ।ରତରେ ଏହି ନିଷ୍ପତ୍ତି ନିଆଯିବ ନ।ହିଁ। ଆମେ ସଚ୍ଚୋଟ ଭ।ବରେ କ୍ଷେତକୁ ହଳ କରିଥିଲୁ କିନ୍ତୁ ଦିଲ୍ଲୀର କଲମ, ମୂଲ୍ୟ […]
ସଂସଦ ଟିଭି ଶୁଭାରମ୍ଭ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧୬: ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିରଳା ମିଳିତ ଭାବେ ଗତକାଲି ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି । ଏକ ଚ୍ୟାଲେନ୍ ସହିତ ସଂସଦ ସଂଶ୍ଳିଷ୍ଟ ହୋଇଥିବା ଘଟଣାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ସମୟ ସହିତ ତାଳ ଦେଇ, ବିଶେଷ କରି ଏକବିଂଶ ଶତାବ୍ଦୀରେ ଯେତେବେଳେ ଆଲୋଚନା ଏବଂ ଯୋଗାଯୋଗ ମାଧ୍ୟମରେ […]
ଧାର୍ଯ୍ୟ ସମୟର ୪ ବର୍ଷ ପୂର୍ବରୁ ଭାରତ ଏହାର ବାଘ ସଂଖ୍ୟା କୁ ଦୁଇ ଗୁଣିତ କରିପାରିଛି; ପ୍ରଧାନମନ୍ତ୍ରୀ ବନ୍ୟଜନ୍ତୁ ପ୍ରେମୀ ଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି
Published On
By Samaya Live
ନୂଆଦିଲ୍ଲୀ: ଜୁଲାଇ ୨୯: ବାଘ ସଂଖ୍ୟା ଦ୍ୱିଗୁଣିତ ହେଇଛି I ଟାଇଗର ସଂରକ୍ଷଣ ଉପରେ ସେଣ୍ଟ ପିଟର୍ସବର୍ଗ ଘୋଷଣାନାମା ର ଚାରି ବର୍ଷ ପୂର୍ବରୁ ବାଘ ଜନସଂଖ୍ୟାକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅନ୍ତର୍ଜାତୀୟ ଟାଇଗର ଦିବସରେ କହିଛନ୍ତି। ବନ୍ୟଜନ୍ତୁ ପ୍ରେମୀ,, ବିଶେଷ କରି ଯେଉଁମାନେ ବାଘ ସଂରକ୍ଷଣ ପ୍ରତି ଆଗ୍ରହୀ, ସେମାନଙ୍କୁ ଟୁଇଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି: ଭାରତ ହେଉଛି ବିଶ୍ୱ ର ୭୦ […]
74ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୧୫:ଦେଶର 74ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସକ ଲାଲକିଲ୍ଲାଠାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ଼-19 ପରିଚାଳନା ସଂପର୍କୀତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗର ଅବତାରଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼-19 ପରିଚାଳନାର ଅଂଶବିଶେଷ ସ୍ୱରୂପ ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର […]
ଏହି ଲଢେଇରେ କଣ୍ଟେନମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସ ସବୁଠୁ ସଫଳ ଅସ୍ତ୍ର: ପ୍ରଧାନମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୧୧:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଂଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ପ୍ରତିନିଧିମାନଙ୍କ ସହ ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ବର୍ତ୍ତମାନର କରୋନା ମହାମାରୀର ସ୍ଥିତି ଏବଂ ତାହାର ମୁକାବିଲା କରିବା ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ସଂପର୍କରେ ମତ ବିନିମୟ କରିଥିଲେ । ଏଥିରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା […]
ସମଗ୍ର ବିଶ୍ୱ ଭାରତର ପ୍ରତିଭାବାନ ଲୋକଶକ୍ତିକୁ ଉଚ୍ଚ ମାନ୍ୟତା ଦେଇଛି: ପ୍ରଧାନମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୦:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ବ୍ୟବସ୍ଥାରେ ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଉଦ୍ଘାଟନ ଉତ୍ସବରେ ଉଦ୍ବୋଧନ ଦେଇଛନ୍ତି । ସାଂପ୍ରତିକ କାଳର ସଂକଟ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ବିଶ୍ୱର ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହା ଦୁଇଟି ବିଷୟ ସହ ନିବିଡଭାବେ ସଂପୃକ୍ତ । ପ୍ରଥମଟି ହେଲା ଭାରତର ପ୍ରତିଭା ଏବଂ ଦ୍ୱିତୀୟଟି ହେଲା ସଂସ୍କାର ଓ ନବଜୀବନ ଫେରିପାଇବାରେ […]
ସୀମାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ;ବିସ୍ତାରବାଦର ଯୁଗ ଶେଷ
Published On
By Samaya Live
ଲଦାଖ : ବିସ୍ତାରବାଦ ଯୁଗର ଅବସାନ ଘଟିଛି । ଚୀନ ଆଉ କାହାରିକୁ ନାଲି ଆଖି ଦେଖାଇ ପାରିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଚେତାବନୀ ଦେଇଛନ୍ତି । ଅଚାନକ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେଇଠାରୁ ଚାଇନାକୁ କଡ଼ା ଚେନାବନୀ ଦେଇଛନ୍ତି ।ପୂର୍ବ ଲଦାଖର ଗଲୱାନ ଉପତ୍ୟକା ସଂଘର୍ଷ ପରେ ପ୍ରଥମଥର ପାଇଁ ମୋଦି ଯବାନଙ୍କ ପାଖରେ ପହଞ୍ଚି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଏଥିସହ ଚାଇନାର […]
ପ୍ରଧାନମନ୍ତ୍ରୀଙ୍କ ଘୋଷଣା;ନଭେମ୍ବର ଶେଷ ଯାଏଁ ମିଳିବ ମାଗଣା ରାସନ
Published On
By Samaya Live
ଭୁବନେଶ୍ୱର : ଜୁନ ୩୦:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି । ଏଣିକି ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଗରୀବ ଲୋକଙ୍କୁ ମିଳିବ ମାଗଣା ରାସନ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସରେ ୫କେଜି ଚାଉଳ କିମ୍ବା ଅଟା ଓ ୧ କେଜି ଡାଲି ଯୋଗାଇ ଦିଆଯିବ । କରୋନା ବ୍ୟାପିବା ପରଠାରୁ ୩ମାସ ହେଲା ସରକାର ମାଗଣା ରାସନ ଯୋଗାଇ ଆସୁଛନ୍ତି ତେବେ ଏହାର ସମୟସୀମାକୁ ବଢ଼ାଇ ଦିଆଯାଇଛି […]
ଯୋଗ ଦିବସ ଏକତା ଓ ବିଶ୍ୱ ଭ୍ରାତୃତ୍ୱର ଦିନ : ପ୍ରଧାନମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର: ଜୁନ ୨୧: ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି । ଆନ୍ତର୍ଜାତିକ ଯୋଗ ଦିବସ ଏକତା ଓ ବିଶ୍ୱ ଭାଇଚାରାର ଦିନ । କୋଭିଡ-19 ମହାମାରୀ ଯୋଗୁ ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଇଲେକ୍ଟ୍ରୋନିକ ଓ ଡିଜିଟାଲ ମଞ୍ଚରେ ପାଳିତ ହେଉଛି । ଲୋକେ ପରିବାର ସହିତ ନିଜ ଘରେ ଯୋଗ ଅଭ୍ୟାସ କରୁଛନ୍ତି । ଯୋଗ ସମସ୍ତଙ୍କୁ ଏକାଠି କରିପାରିଛି । ସାରା […]
ଆକାଶମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ପରିଦର୍ଶନ କରିପାରନ୍ତି ପ୍ରଧାନମନ୍ତ୍ରୀ
Published On
By Samaya Live
Edited by Papu Mohanty ଭୁବନେଶ୍ୱର : May 21:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ଏହି ଗସ୍ତ କାଳରେ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତି ଅନୁଧ୍ୟାନ କରିବେ । ସେ ରାଜ୍ୟ ସରକାରଙ୍କର ସହିତ ବାତ୍ୟା କ୍ଷୟକ୍ଷତି ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସୁଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ […]
ପ୍ରବାସୀ/ଅସହାୟ ପ୍ରବାସୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ ପାଇଁ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି
Published On
By Samaya Live
ନୂଆ ଦିଲ୍ଲୀ :ମେ ୨୦: କେନ୍ଦ୍ରୀୟ ପୁଲରୁ ପ୍ରାୟ 8 କୋଟି ପ୍ରବାସୀ/ଅସହାୟ ପ୍ରବାସୀ ପ୍ରତ୍ୟେକଙ୍କୁ ମାସକୁ 5 କିଲୋଗ୍ରାମ ଲେଖାଏଁ ଦୁଇମାସ ଲାଗି (ମେ’ ଏବଂ ଜୁନ, 2020) ମାଗଣାରେ ଖାଦ୍ୟ ସାମଗ୍ରୀ ପିଛିଲା ଭାବେ ବଣ୍ଟନ କରାଯିବ । ଏହି ପ୍ରସ୍ତାବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଅନୁମୋଦିତ ହୋଇଛି । ଏହି ଖାଦ୍ୟ ସବସିଡି ବାବଦରେ ପ୍ରାୟ 2,982.27 କୋଟି ଟଙ୍କା ଖର୍ଚ୍ଚ ହେବ । ଆହୁରି ମଧ୍ୟ ଆନ୍ତଃରାଜ୍ୟ ପରିବହନ ଏବଂ […]

