press
ବିଶ୍ବ 

କାହିଁକି ଖାଲି ଛାଡ଼ିଲେ ଖବରକାଗଜର ପ୍ରଥମ ପୃଷ୍ଠା !

କାହିଁକି ଖାଲି ଛାଡ଼ିଲେ ଖବରକାଗଜର ପ୍ରଥମ ପୃଷ୍ଠା ! ସମୟ ଲାଇଭ୍‍ ,୨୧/୧୦: ଖବର କାଗଜର ପ୍ରଥମ ପୃଷ୍ଠାରେ ଦୁନିଆର ସବୁଠାରୁ ବଡ଼ ଖବର ପ୍ରକାଶ ପାଉଥିବାବେଳେ ଅଷ୍ଟ୍ରେଲିଆର କିଛି ଖବରକାଗଜର ପ୍ରଥମ ପୃଷ୍ଠା ଖାଲି ଛଡ଼ାଯାଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ଗଣମାଧ୍ୟମ ବିରୋଧୀ ପଦକ୍ଷେପକୁ ବିରୋଧ କରିବା ପୂର୍ବକ ଏପରି କରାଯାଇଥିବା ମିଡ଼ିଆ ସଂଗଠନ ପକ୍ଷରୁ କୁହାଯାଇଛି। ସରକାର ଗଣମାଧ୍ୟମଠାରୁ ସତ ଲୁଚାଉଛନ୍ତି ତେଣୁ ଖବରକାଗଜରେ କେଉଁ ଖବର ପ୍ରକାଶ ପାଇ ବ ବୋଲି ଖବରକାଗଜ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିକ୍ରୟାରେ କହିଛନ୍ତି। ପତ୍ରକାରଙ୍କ କହିବା ଅନୁଯାୟୀ […]
Read More...

Advertisement