president election
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭାଗ୍ୟ ପରଖିବାକୁ ଦିଲ୍ଲୀ ଅଭିମୂଖେ ଦ୍ରୌପଦୀ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨୩: ଦିଲ୍ଲୀ ଯାଉଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସମସ୍ତଙ୍କ ସହଯୋଗ କାମନା କରି କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱରରୁ ଦିଲ୍ଲୀ ଯାତ୍ରା କରିଛନ୍ତି । ତାଙ୍କ ର ଶୁଭେଚ୍ଛା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ବହୁତ ଭିଡ଼ ଦେଖାଯାଇଛି । ପାରମ୍ପରିକ ନାଚଗୀତରେ ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦୌପଦୀଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ । […]
ଆରମ୍ଭ ହେଲାଣି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ
Published On
By Samaya Live
ମୁମ୍ବାଇ: ଜୁନ ୨୧: ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସୂଚନା ମିଳିଛି ଯେ ଯଶବନ୍ତ ସିହ୍ନା ଜୁନ୍ ୨୭ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ । ସୂଚନାଯୋଗ୍ୟ, ବିରୋଧୀ ଦଳର ଗତ ବୈଠକ ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା […]
ରାଷ୍ଟ୍ରପତି ନିର୍ବାଚନ ପାଇଁ ବାର ଜଣ କଲେ ନାମାଙ୍କନ
Published On
By Samaya Live
ରାଷ୍ଟ୍ରପତି ନିର୍ବାଚନ ନେଇ ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି। ଆସନ୍ତା ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବାକୁ ଥିବାରୁ ପ୍ରାର୍ଥୀ ଚୟନ ନେଇ କସରତ ଆରମ୍ଭ ହୋଇଛି। ଶାସକ ଏନ୍ଡିଏ ପକ୍ଷରୁ ବିଚାରବିମର୍ଷ ଜାରି ରହିଥିବା ବେଳେ ବିରୋଧୀଙ୍କ ପକ୍ଷରୁ ନେତୃତ୍ୱ ନେଇଥିବା ମମତା ବାନାର୍ଜୀ ଗତକାଲି ଦିଲ୍ଲୀରେ ମନ୍ଥନ ହୋଇଛି । ତେବେ ଉକ୍ତ ବୈଠକରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମ ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ରେସ୍ରେ ନଥିବା କହି ପ୍ରତ୍ୟାଖାନ […]
ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୧୩: ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ହେବାକୁ ଯାଉଛି । ଶାସକ ବିଜେପି ନିଜ ମନୋନୀତ ପ୍ରାର୍ଥୀଙ୍କୁ ସହଜରେ ଜିତାଇବା ସ୍ଥିତିରେ ରହିଛି । ବିରୋଧୀ ଦଳଗୁଡ଼ିକ ମିଳିତଭାବେ ଜଣେ ପ୍ରାର୍ଥୀଙ୍କୁ ଠିଆ କରାଇବାର ସମ୍ଭାବନା ରହିଛି ଏବଂ ଏ ବାବଦରେ ସେମାନଙ୍କ ଭିତରେ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି । ୩୫ ବର୍ଷ ବୟସ ପୁରିଥିବା ଯେକେଣସି ଭାରତୀୟ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇପାରିବାର ପ୍ରାବଧାନ ଥିବା ବେଳେ ଜଣେ ସାଧାରଣ […]
ରାଷ୍ଟ୍ରପତି ନିର୍ବାଚନର ବାଜିବ ବିଗୁଲ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୦୯: ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ । ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୨ରେ ସମାପ୍ତ ହେଉଥିବା କାରଣରୁ ଜୁଲାଇ ୨୪ ତାରିଖ ପୂର୍ବରୁ ଦେଶର ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ହେବା ଦରକାର । ସଂସଦର ଉଭୟ ସଦନ ସାଂସଦ ଓ ରାଜ୍ୟ ବିଧାନସଭା ବିଧାୟକଙ୍କ ଭୋଟରେ […]

