President Draupadi Murmu approves appointment of new directors in IITs
ଓଡ଼ିଶା 

ପ୍ରଫେସର ଶ୍ରୀପଦ କମଲକର ହେବେ ଆଇଆଇଟି ଭୁବନେଶ୍ୱରର ନୂତନ ନିର୍ଦ୍ଦେଶକ

ପ୍ରଫେସର ଶ୍ରୀପଦ କମଲକର ହେବେ ଆଇଆଇଟି ଭୁବନେଶ୍ୱରର ନୂତନ ନିର୍ଦ୍ଦେଶକ ଭୁବନେଶ୍ୱର: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଭୁବନେଶ୍ୱର ଆଇଆଇଟି ପାଇଁ ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।ଆଇଆଇଟି ଭୁବନେଶ୍ୱରର ନୂତନ ନିର୍ଦ୍ଦେଶକ ଭାବେ ପ୍ରଫେସର ଶ୍ରୀପଦ କମଲକରଙ୍କ ନାମ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ସମସ୍ତ ଆଇଆଇଟି ବର୍ତ୍ତମାନ ନୂତନ ନିର୍ଦ୍ଦେଶକ ପାଇପାରିବେ । ସେହିପରି ରାଷ୍ଟ୍ରପତି ଆଇଆଇଟି ପାଲMଡ ପାଇଁ ପ୍ରଫେସର ଏ ସେଶାଦ୍ରି ଶେଖରଙ୍କୁ ନିର୍ଦ୍ଦେଶକ ଭାବରେ ନିଯୁକ୍ତ […]
Read More...

Advertisement