praying for Lata quick recovery
ମନୋରଞ୍ଜନ 

ଦିଗ୍‌ଗଜ ଗାୟିକା ଲତା ମଙ୍ଗେସକରଙ୍କୁ କରୋନା

ଦିଗ୍‌ଗଜ ଗାୟିକା ଲତା ମଙ୍ଗେସକରଙ୍କୁ କରୋନା ମୁମ୍ବାଇ: ଜାନୁଆରୀ ୧୧: ଦେଶର ପ୍ରସିଦ୍ଧ ତଥା ଦିଗ୍‌ଗଜ ଗାୟିକା ଲତା ମଙ୍ଗେସକର୍‌ଙ୍କ କରୋନା ପଜିଟିଭ୍‌ ଆସିଛି । ତାଙ୍କୁ ଏବେ ୯୨ ବର୍ଷ ବୟସ ।ବୟସକୁ ନଜରରେ ରଖାଯାଇ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ହେଲେ ତାଙ୍କଠାରେ କରୋନାର ଲକ୍ଷଣ ସାମାନ୍ୟ ରହିଛି । ଏନେଇ ତାଙ୍କ ଝିଆରୀ ରଚନା ଖବର ଦେଇଛନ୍ତି । ଏହି ଖବର ପାଇବା ପରେ ବଲିଉଡ଼ରେ ହଇଚଇ ସୃଷ୍ଟି ହୋଇଯାଇଛି । ଦେଶ […]
Read More...

Advertisement