POPULAR BRAND SHAMPOO
ବିଶ୍ବ 

ଡୋଭ ଓ ଟ୍ରେସମୀ ଶାମ୍ପୁରେ କ୍ୟାନସର ସମ୍ଭାବନା !

ଡୋଭ ଓ ଟ୍ରେସମୀ ଶାମ୍ପୁରେ କ୍ୟାନସର ସମ୍ଭାବନା ! ନୂଆଦିଲ୍ଲୀ: ଲୋକପ୍ରିୟ କମ୍ପାନୀ ଡୋଭ ଓ ଟ୍ରେସମୀ ସାମ୍ପୁରେ କର୍କଟ ରୋଗ ସୃଷ୍ଟି ହେବା ସମ୍ଭାବନା ! ଏହି ଦୁଇଟି ଶାମ୍ପୂ ସହିତ ଅନେକ ଅନ୍ୟ ବ୍ରାଣ୍ଡ ର ଶାମ୍ପୂ ରେ ମଧ୍ୟ କର୍କଟ ରୋଗ ସୃଷ୍ଟି ହେଉଥିବା ରାସାୟନିକ ପଦାର୍ଥ ମିଶୁଥିବା ଅଭିଯୋଗ ହୋଇଛି I ଏଭଳି କିଛି ଦାବି କରିଛି ଦେଶ ତଥା ବିଶ୍ୱର ଜଣାଶୁଣା କମ୍ପାନୀ ୟୁନିଲିଭର। ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟେ୍ରସନ୍‌ର ଓ୍ବେବସାଇଟ୍‌ରେ ପୋଷ୍ଟ କରାଯାଇଥିବା ନୋଟିସ୍ ଅନୁସାରେ, ଆମେରିକା ବଜାରରୁ […]
Read More...

Advertisement