politics
ରାଜନୀତି  ଓଡ଼ିଶା 

ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ

ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ଭୁବନେଶ୍ୱର : ମହିଳା ପୁଲିସ ଅଧିକାରୀଙ୍କୁ ବିରୋଧୀ ଦଳ ଆକ୍ରମଣ ଅଭିଯୋଗରେ ରାସ୍ତାକୁ ଓହ୍ଲାଇଛି ମହିଳା ବିଜୁ ଜନତା ଦଳ I ଗତକାଲି ଧନୁପାଲି ଆଇଆଇସିଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ କରାଯାଇଛି ପ୍ରତିବାଦ ସଭା । ପ୍ରତିବାଦ ସ୍ୱରୂପ ଜୟନାରାୟଣ ମିଶ୍ରଙ୍କୁ ବହିଷ୍କାର କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଜୟନାରାୟଣଙ୍କ କୁଶ ପୁତ୍ତଳିକା ଦାହ କରିଛି […]
Read More...
ରାଜନୀତି  ଓଡ଼ିଶା 

ବିଜେପିରୁ ଇସ୍ତଫI ଦେଲେ ଗମାଙ୍ଗ ବାପା ଓ ପୁଅ , ବିଆରଏସରେ ହେଇପାରନ୍ତି ସାମିଲ

ବିଜେପିରୁ ଇସ୍ତଫI ଦେଲେ ଗମାଙ୍ଗ ବାପା ଓ ପୁଅ , ବିଆରଏସରେ ହେଇପାରନ୍ତି ସାମିଲ ଭୁବନେଶ୍ୱର : ପଦ୍ମ ଛାଡିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ଏହା ସହିତ ବିଜେପିର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ଉଭୟ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏ ନେଇ ଭୁବନେଶ୍ୱରରେ ପ୍ରେସ୍‌ମିଟ ସୂଚନା ଦେଇଛନ୍ତି ଗିଗିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ । ୨୦୧୫ ଜୁନ୍‌ ୨୮ ତାରିଖରେ କଂଗ୍ରେସ […]
Read More...
ରାଜନୀତି  ଓଡ଼ିଶା 

୨୪ନିର୍ବାଚନ ପାଇଁ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

୨୪ନିର୍ବାଚନ ପାଇଁ  ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ପାଖେଇ ଆସିଲାଣି ୨୪ ସାଧାରଣ ନିର୍ବାଚନ। ୩ ଦଳ ଆରମ୍ଭ କରିସାଲେଣି ନିଜ ନିଜ ପଲିଟିକାଲ ଷ୍ଟ୍ରIଟେଜି । ବାରମ୍ବାର ପରାଜୟର ମୁହଁ ଦେଖୁଥିବା ବିଜେପି ଏଥର ବଡ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ। ସେହିପରି ରାଜ୍ୟରେ ବିଜେଡି ପୁନଃ କ୍ଷମତା ଅକ୍ତିଆର କରିବାପାଇଁ କିଛି ବଡ ଯୋଜନା ଘୋଷଣା କରିପାରେ। ୨୦୦୯ରେ ବିଜେଡି ଦୁଇ ଟଙ୍କିଆ ଚାଉଳକୁ ପ୍ରସଙ୍ଗ କରିଥିବା ବେଳେ ୨୦୧୪ରେ ଟଙ୍କିକିଆ ଚାଉଳ ଏବଂ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ […]
Read More...
ରାଜନୀତି  ଓଡ଼ିଶା 

ରାଜ୍ୟ କ୍ୟାବିନେଟ ରେ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ ରେ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୨ଟି ପାଇପ୍‌ ଲାଇନ୍‌ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମତି ମିଳିଛି। ଅନ୍ୟପଟେ ରାଜ୍ୟର ସୁକ୍ଷ୍ମ ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (MSME) ଶିଳ୍ପ ପାଇଁ ନୂଆ ନୀତି ଆସିଛି। ସେହିପରି କ୍ୟାବିନେଟ୍‌ ବୈଠକରେ ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ […]
Read More...
ରାଜନୀତି  ଦେଶ- ବିଦେଶ 

ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଟେଲିଫୋନ୍ ଯୋଗେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ସହ ଆଲୋଚନା କରଥିବା ଜଣାପଡିଛି । ଏହି ସମୟରେ ଜେଲେନସ୍କି ‘ଶାନ୍ତି ସୂତ୍ର’ କାର୍ଯ୍ୟକାରୀ କରିବା ପାଇଁ ଭାରତର ସମର୍ଥନ ଲୋଡିଥିଲେ।ଏହି ଅବସରରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ପାଇଁ ଭାରତ ଯେଉଁ ଉଦ୍ୟମ ଚଳାଇଛି, ତାହାକୁ ଜେଲେନ୍‌ସ୍କି ଉଚ୍ଚ ପ୍ରଶଂସା କରିଛନ୍ତି । ଏପରିକି ଭାରତ-ରୁଷ୍ ମଧ୍ୟରେ ପୁରୁଣା ସମ୍ପର୍କ ରହିଥିବା ସତ୍ତ୍ୱେ ଭାରତ ବିବେକ ଅନୁଯାୟୀ ଜାତିସଂଘରେ ରୁଷ୍‌କୁ ସମର୍ଥନ କରୁନଥିବା […]
Read More...
ରାଜନୀତି  ଓଡ଼ିଶା 

ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ

ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ ଭୁବନେଶ୍ବର: ରାଜନୀତିରେ ଅପରାଧୀକରଣ ପ୍ରତିବାଦରେ ଆଜିଠାରୁ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ ଆରମ୍ଭ କରିଛି । ଆଜି ରାଜ୍ୟର ସବୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ଆନ୍ଦୋଳନ କରିଛନ୍ତି ବିଜେପି କର୍ମୀ । ବିଜେଡିର ନିରଙ୍କୁଶ ଶାସନରେ ଓଡ଼ିଶା ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ବିଜେପି ଅଭିଯୋଗ କରିଛି। ସେଥିପାଇଁ ବିଜେପି ପକ୍ଷରୁ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ରାଜଧାନୀରେ ଆୟୋଜିତ ସତ୍ୟାଗ୍ରହରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ […]
Read More...
ରାଜନୀତି  ଓଡ଼ିଶା 

ଆଜି ବିଜେଡି ର ରୋପ୍ୟ ଜୟନ୍ତୀ

ଆଜି ବିଜେଡି ର ରୋପ୍ୟ ଜୟନ୍ତୀ ଭୁବନେଶ୍ୱର : ବିଜେଡି ପାଳନ କରୁଛି ରୌପ୍ୟ ଜୟନ୍ତୀ I ବିଜୁ ଜନତା ଦଳ ଆଜି ୨୫ ପୂରି ୨୬ ବର୍ଷରେ ପାଦ ଥାପିଛି I ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି I ଆଜି ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚି ସଭାସ୍ଥଳକୁ ଯିବେ I ଏହାପରେ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଦିବସ ସମାରୋହକୁ ଉଦଘାଟନ […]
Read More...
ରାଜନୀତି  ଓଡ଼ିଶା 

ବାଲେଶ୍ବରରେ ମୁଖ୍ୟମନ୍ତ୍ରୀ ,୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର କଲେ ଶୁଭାରମ୍ଭ

ବାଲେଶ୍ବରରେ ମୁଖ୍ୟମନ୍ତ୍ରୀ ,୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର କଲେ ଶୁଭାରମ୍ଭ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ବାଲେଶ୍ବରର ସୋମନାଥପୁରଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା […]
Read More...
ରାଜନୀତି  ଓଡ଼ିଶା 

୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ,ପ୍ରତି ପରିବାରକୁ ସ୍ଵଚ୍ଛ ପାଣି ଯୋଗାଇବା ମୋ ସରକାରର ପ୍ରାଥମିକତା – ମୁଖ୍ୟମନ୍ତ୍ରୀ

୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ,ପ୍ରତି ପରିବାରକୁ ସ୍ଵଚ୍ଛ ପାଣି ଯୋଗାଇବା ମୋ ସରକାରର ପ୍ରାଥମିକତା – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି । 5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଲେ ଯେ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଧାଡି ବାନ୍ଧି ଅପେକ୍ଷା କରିବା, ପାଣିକୁ ସାଇତି ରଖିବା ଆଦି ସବୁ ଜଞ୍ଜାଳରୁ ମୁକ୍ତି ମିଳିଛି । […]
Read More...
ରାଜନୀତି  ଦେଶ- ବିଦେଶ 

ସୀମା ବିବାଦ ପ୍ରସଙ୍ଗ,ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସଭାପତି

ସୀମା ବିବାଦ ପ୍ରସଙ୍ଗ,ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସଭାପତି ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପୁଣି ଥରେ ତାୱାଙ୍ଗ ପ୍ରସଙ୍ଗରେ ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ସରକାରଙ୍କୁ ପ୍ରଶ୍ନ କରି ଖଡ଼ଗେ ପ୍ରଶ୍ନ କରିଛନ୍ତି ଯେ ଭାରତ ସଂସଦରେ ଚୀନ୍ ବିରୋଧରେ କହିବା ସମ୍ଭବ ନୁହେଁ କି? ଆପଣଙ୍କୁ ଏହା କରିବାକୁ ଅନୁମତି ନାହିଁ କି? ସରକାରଙ୍କ ଉପରେ ଜିବି ନେଇ ଖାର୍ଗେ ଏହା ମଧ୍ୟ କହିଛନ୍ତି ଯେ ମୋଦୀ ସରକାରଙ୍କ ଲାଲ ଆଖି ଚାଇନାର ଦର୍ଶନରେ ଆଚ୍ଛାଦିତ ହୋଇଛି। ଆଜି ସକାଳେ […]
Read More...
ବିଶ୍ବ  ରାଜନୀତି 

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁତର,ବାର୍ଷିକ ପ୍ରେସ୍‌ ମିଟ୍‌ ବାତିଲ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁତର,ବାର୍ଷିକ ପ୍ରେସ୍‌ ମିଟ୍‌ ବାତିଲ ନୂଆଦିଲ୍ଲୀ :ରୁଷ-ୟୁକ୍ରେନ ଯୁଦ୍ଧ ସହିତ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ବିଶ୍ୱ ସମୁଦାୟରେ ପ୍ରାୟ ଚର୍ଚ୍ଚା ଲାଗି ରହିଛି I ଚର୍ଚ୍ଚା କରିବାପାଇଁ ଦୁଇଟି କାରଣ ଅଛି, ଗୋଟିଏ ପଟେ ଯୁଦ୍ଧରେ ତାଙ୍କର ଆକ୍ରମଣାତ୍ମକ ମନୋଭାବ ଏବଂ ଅନ୍ୟ ପଟେ ତାଙ୍କ ସ୍ୱାସ୍ଥ୍ୟ । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୁଟିନ ଅନେକ ଜଟିଳ ରୋଗରେ ପୀଡିତ ଅଛନ୍ତି। ଏହି କାରଣରୁ ସେ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମଠାରୁ ମଧ୍ୟ ଦୂରରେ ରହିଛନ୍ତି I କିଛି ଦିନ […]
Read More...
ରାଜନୀତି  ଦେଶ- ବିଦେଶ 

ଜନ୍ମଦିନରେ ସୋନିଆ ଗାନ୍ଧିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଜନ୍ମଦିନରେ ସୋନିଆ ଗାନ୍ଧିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ : ଆଜି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ୭୬ତମ ଜନ୍ମ ଦିବସ I ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ୱିଟ କରି ସୋନିଆ ଗାନ୍ଧିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡଲରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ବାର୍ତାରେ ଲେଖିଛନ୍ତି କି ‘ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା । ମୁଁ ତାଙ୍କର ସୁସ୍ଥକର ଦୀର୍ଘ ଜୀବନ ସକାଶେ ପ୍ରାର୍ଥନା କରୁଛି ।’ କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ […]
Read More...

Advertisement