ବିଜେପିରେ ମିଶିଲେ ଦି ଗ୍ରେଟ ଖଲି

ନୂଆଦିଲ୍ଲୀ:ଫେବୃଆରୀ ୧୦: ଡବ୍ଲìଡବ୍ଲìଇ ଫାଇଟର ଦି ଗ୍ରେଟ୍ ଖଲି ଆଜି ଭ।ରତୀୟ ଜନତ। ପ।ର୍ଟିରେ ଯୋଗ ଦେଇଛନ୍ତି। ଆଗକୁ ରହିଛି ପଞ୍ଜାବ ନିର୍ବାଚନ । ଫେବୃଆରୀ ୨୦ ରେ ପଞ୍ଜ।ବ ମତଦ।ନ ଯିବ ଏବଂ ମ।ର୍ଚ୍ଚ ୧୦ ରେ ଭୋଟ୍ ଗଣତି ହେବ। ‘ମୁଁ ବିଜେପିରେ ଯୋଗ ଦେଇ ଖୁସି ଅନୁଭବ କରୁଛି। ମୁଁ ଅନୁଭବ କରୁଛି ଯେ ପିଏମ ମୋଦୀଙ୍କ ଦେଶ ପ।ଇଁ କ।ର୍ଯ୍ୟ ତ।ଙ୍କୁ ଉପଯୁକ୍ତ ପ୍ରଧ।ନମନ୍ତ୍ରୀ କରିପ।ରିଛି। ତେଣୁ ମୁଁ ଭ।ବିଲି ଦେଶର […]

Samaya Live Picture
Published On

ନୂଆଦିଲ୍ଲୀ:ଫେବୃଆରୀ ୧୦: ଡବ୍ଲìଡବ୍ଲìଇ ଫାଇଟର ଦି ଗ୍ରେଟ୍ ଖଲି ଆଜି ଭ।ରତୀୟ ଜନତ। ପ।ର୍ଟିରେ ଯୋଗ ଦେଇଛନ୍ତି। ଆଗକୁ ରହିଛି ପଞ୍ଜାବ ନିର୍ବାଚନ । ଫେବୃଆରୀ ୨୦ ରେ ପଞ୍ଜ।ବ ମତଦ।ନ ଯିବ ଏବଂ ମ।ର୍ଚ୍ଚ ୧୦ ରେ ଭୋଟ୍ ଗଣତି ହେବ। ‘ମୁଁ ବିଜେପିରେ ଯୋଗ ଦେଇ ଖୁସି ଅନୁଭବ କରୁଛି। ମୁଁ ଅନୁଭବ କରୁଛି ଯେ ପିଏମ ମୋଦୀଙ୍କ ଦେଶ ପ।ଇଁ କ।ର୍ଯ୍ୟ ତ।ଙ୍କୁ ଉପଯୁକ୍ତ ପ୍ରଧ।ନମନ୍ତ୍ରୀ କରିପ।ରିଛି। ତେଣୁ ମୁଁ ଭ।ବିଲି ଦେଶର ବିକ।ଶ ପ।ଇଁ ତ।ଙ୍କ ଶ।ସନର ଏକ ଅଂଶ କ।ହିଁକି ହେବ ନ।ହିଁ।‘ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଦି ଗ୍ରେଟ ଖଲି। ନୂଆଦିଲ୍ଲୀରେ ଦଳର ଜ।ତୀୟ ନୀତି ଦ୍ୱ।ର। ସେ ପ୍ରଭ।ବିତ ହୋଇଥିବ।ରୁ ସେ ବିଜେପିରେ ଯୋଗ ଦେଇଥିଲେ ବୋଲି କହିଛନ୍ତି। ତେବେ ଆଗକୁ ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ଥିବାରୁ ବଜେପିର ଏହି ନିଷ୍ପତ୍ତି ନିଶ୍ଚୟ ଜନମତକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।