Joins BJP
ରାଜନୀତି 

ବିଜେପିରେ ମିଶିଲେ ଦି ଗ୍ରେଟ ଖଲି

ବିଜେପିରେ ମିଶିଲେ ଦି ଗ୍ରେଟ ଖଲି ନୂଆଦିଲ୍ଲୀ:ଫେବୃଆରୀ ୧୦: ଡବ୍ଲìଡବ୍ଲìଇ ଫାଇଟର ଦି ଗ୍ରେଟ୍ ଖଲି ଆଜି ଭ।ରତୀୟ ଜନତ। ପ।ର୍ଟିରେ ଯୋଗ ଦେଇଛନ୍ତି। ଆଗକୁ ରହିଛି ପଞ୍ଜାବ ନିର୍ବାଚନ । ଫେବୃଆରୀ ୨୦ ରେ ପଞ୍ଜ।ବ ମତଦ।ନ ଯିବ ଏବଂ ମ।ର୍ଚ୍ଚ ୧୦ ରେ ଭୋଟ୍ ଗଣତି ହେବ। ‘ମୁଁ ବିଜେପିରେ ଯୋଗ ଦେଇ ଖୁସି ଅନୁଭବ କରୁଛି। ମୁଁ ଅନୁଭବ କରୁଛି ଯେ ପିଏମ ମୋଦୀଙ୍କ ଦେଶ ପ।ଇଁ କ।ର୍ଯ୍ୟ ତ।ଙ୍କୁ ଉପଯୁକ୍ତ ପ୍ରଧ।ନମନ୍ତ୍ରୀ କରିପ।ରିଛି। ତେଣୁ ମୁଁ ଭ।ବିଲି ଦେଶର […]
Read More...

Advertisement