political mutual trust
ଦେଶ- ବିଦେଶ 

ଦ୍ରୌପଦୀ ମୁର୍ମୁଙ୍କୁ ଚୀନ୍‌ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ଦ୍ରୌପଦୀ ମୁର୍ମୁଙ୍କୁ ଚୀନ୍‌ ରାଷ୍ଟ୍ରପତିଙ୍କ ଅଭିନନ୍ଦନ ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍‌ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ମିଳିମିଶି କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ନିଜର ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ଯେ, ଦୁଇଦେଶ ମଧ୍ୟରେ ଭରସା ବୃଦ୍ଧି, ଦ୍ୱିପାକ୍ଷିକ ସହଯୋଗ ଓ ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଠିକ ଭାବରେ ଦୂର […]
Read More...

Advertisement