Police jeep accident: 3 serious
ଓଡ଼ିଶା 

ପୋଲିସ ଜିପ ଦୁର୍ଘଟଣା : ୩ ଗୁରୁତ୍ତର

ପୋଲିସ ଜିପ ଦୁର୍ଘଟଣା : ୩ ଗୁରୁତ୍ତର ବାରିପଦା: ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁ ମୁହିଁ ଧକ୍କା ହେବାଫଳରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ସମେତ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି I ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ ଆଜି ସକାଳେ ବାରିପଦା ଉପକଣ୍ଠ କୃଷ୍ଣ ଚନ୍ଦ୍ରପୁର ଫାଣ୍ଡିକୁ ଦୁଇ ଜଣ ପୁଲିସ କର୍ମଚାରୀ ଜଣେ ମହିଳା […]
Read More...

Advertisement