pluse 2 odisha result 2021
ଓଡ଼ିଶା 

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ : ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ : ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ ଭୁବନେଶ୍ୱର: ନଭେମ୍ବର ୨୦: ଆଜି ରାଜ୍ୟର ଯୁକ୍ତ ଦୁଇ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ୍‌ ୧୨, ୩୨୧ ଜଣ ଛାତ୍ରଛାତ୍ରୀ ଅଫଲାଇନ୍‌ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮,୪୬୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପରୀକ୍ଷା ଫଳରେ ଛାତ୍ରଙ୍କଠାରୁ ଅଧିକ ନମ୍ବର ଛାତ୍ରୀମାନେ ରଖିଛନ୍ତି । ଛାତ୍ରମାନଙ୍କ ପାସ୍‌ ହାର ୬୨.୭ ପ୍ରତିଶତ ରହିଥିଲା ବେଳେ ଛାତ୍ରୀମାନଙ୍କ ପାସ୍‌ ହାର ୬୭.୭୬ ପ୍ରତିଶତ ରହିଛି । ସେହିପରି […]
Read More...

Advertisement