pink dolphin
Feature 

ପିଙ୍କ ଡଲିଫିନ୍‌ !

ପିଙ୍କ ଡଲିଫିନ୍‌ ! ଭୁବନେଶ୍ୱର:ସେପ୍‌ଟେମ୍ବର ୬: ସୋସିଆଲ ମିଡିଆରେ ଅନେକ ଘଟଣା ଭାଇରାଲ ହୋଇଥାଏ । ଘଟଣାଗୁଡିକ ବେଶ୍‌ ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଏକ ଭିଡିଓ ଆଜିକାଲି ବେଶ୍‌ ଭାଇରାଲ ହେଉଛି । ଭିଡିଓଟି ଏକ ଡଲ୍‌ଫିନ୍‌ର । ସାଧାରଣତ ସମୁଦ୍ର ଡଲ୍‌ଫିନ୍‌ର ରଙ୍ଗ ନୀଳ ହୋଇଥାଏ । କିନ୍ତୁ ଏହି ଭିଡିଓରେ ଏକ ଗୋଲାପି ରଙ୍ଗର ଡଲଫିନ୍‌ ଦେଖିବାକୁ ମିଳିଛି । ଭିଡିଓଟିକୁ ଜଣେ ଆଇଏଫ୍‌ଏସ୍‌ ଅଫିସର ସେୟାର କରିଛନ୍ତି । ଭିଡିଓଟି ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଛି […]
Read More...

Advertisement