PICNIC TRAGEDY
ଜିଲ୍ଲା 

ସାଳନ୍ଦୀ ନଦୀ ପୋଲ ତଳକୁ ବୋଲେରୋ ଖସି ୪ ଗୁରୁତର

ସାଳନ୍ଦୀ ନଦୀ ପୋଲ ତଳକୁ ବୋଲେରୋ ଖସି ୪ ଗୁରୁତର କରଞ୍ଜିଆ : ବଣଭୋଜି ହେଲା କାଳ I ସାଳନ୍ଦୀ ନଦୀ ପୋଲୋ ଉପରୁ ବୋଲେରୋ ଖସି ୪ ଗୁରୁତର I ଦୁର୍ଘଟଣାରେ ୪ଜଣ ମେଡିକାଲ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ଠାକୁରମୁଣ୍ଡା ବ୍ଲକ ସାଳନ୍ଦୀ ନଦୀର ଭୈରବ କୁଣ୍ଡକୁ ବଣ ଭୋଜି କରିବାକୁ ଯାଇଥିଲେ I ବଣଭୋଜି ସାରି ରାତି ପ୍ରାୟ ୮ ତବେଳେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ […]
Read More...

Advertisement