petrolium and natural gas minister hardeep puri
ବାଣିଜ୍ୟ  ଦେଶ- ବିଦେଶ 

ଲଞ୍ଜ ହେଲା ସୋଲାର୍‌ ଚୁଲା

ଲଞ୍ଜ ହେଲା ସୋଲାର୍‌ ଚୁଲା ନୂଆଦିଲ୍ଲୀ:ଜୁଲାଇ ୦୬: ଏବେ ଘରେ ରୋଷେଇ କରିବା ହେବ ସହଜ । ଆଉ ଦରକାର ନାହିଁ ଘରୋଇ ଗ୍ୟାସ୍‌ କିମ୍ବା କୌଣସି ଜାଳେଣିର । ଆଜି ଇଣ୍ଡିଆନ ଓଏଲ ଏମିତି ଏକ ଇଣ୍ଡୋର ସୋଲାର କୁକିଂ ସିଷ୍ଟମ ଲଞ୍ଚ୍‌ କରିଛନ୍ତି, ଯାହା ସୌର ଶକ୍ତିରେ ଚାଲିବ । ଏହାକୁ ସୌର ଚୁଲା କୁହାଯାଏ । ରୋଷେଇ କରିବାରେ ଏହା ବେଶ ସହାୟକ ହେବ । ଚୁଲାର ବିଶେଷତ୍ୱ ଏହା ଯେ ଏହାକୁଚାର୍ଜ କରାଯାଇ ପାରିବ । ଚୁଲାକୁ […]
Read More...

Advertisement