petrol made by plastic
Feature 

ପ୍ଲାଷ୍ଟିକ ବର୍ଜ୍ୟରୁ ପେଟ୍ରୋଲ ପ୍ରସ୍ତୁତ

ପ୍ଲାଷ୍ଟିକ ବର୍ଜ୍ୟରୁ ପେଟ୍ରୋଲ ପ୍ରସ୍ତୁତ ବିହାର: ଦିନକୁ ଦିନ ସାରା ଦେଶରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ଅସନ୍ତୋଷରେ ଦେଶବାସୀ । ସେପଟେ ସବୁ ସ୍ଥାନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିବେଶ ଏବଂ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ହେଲେ ବିହାରର ଯୁବକଙ୍କର ଏକ ଟିମ୍‌ ଏକାସଙ୍ଗେ ଏହି ଦୁଇଟି ସମସ୍ୟାର ସମାଧାନ ବାଟ ବାହାର କରିଛନ୍ତି । ଏହି ପ୍ରତିଭା ସମ୍ପନ୍ନ ଯୁବ ଟିମ୍‌ ପ୍ଲାଷ୍ଟିକ୍‌ ଅଳିଆରୁ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରିଛନ୍ତି […]
Read More...

Advertisement