Patanagarh news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ବିଦେଶୀ ମଦ ଜବତ ,୨ ଗିରଫ
Published On
By Samaya Live
ପାଟଣାଗଡ: ପାଟଣାଗଡ ଅବକାରୀ ବିଭାଗ ପକ୍ଷରୁ ୨ ଟି ସ୍ଥାନରେ ଚଢାଉ କରାଯାଇ ୧୯୬ ବୋତଲ ନକଲି ବିଦେଶୀ ମଦ ଜବତ କରାଯାଇଛି । ଏଥି ସହ କାରବାରରେ ସଂପୃକ୍ତ ୨ ଜଣ ଅଭିଯୁକ୍ତ ଗୌତମ ମହ ଏବଂ ରାମବ୍ରତ ସାହୁଙ୍କୁ ଗିରଫ କରାଯାଇଛି । ନକଲି ବିଦେଶୀ ମଦ ପ୍ରସ୍ତୁତି ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗ ଏବଂ ବିଭାଗର ଗୁଇନ୍ଦା ସଂସ୍ଥା ମିଳିତ ଭାବରେ ପାଟଣାଗଡ ସହରର କାଦୋପଡା ଅଞ୍ଚଳରେ […]
ଚମ୍ପାସର ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ୫ ଗିରଫ
Published On
By Samaya Live
ପାଟଣାଗଡ : ବିଳମ୍ବିତ ରାତିରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ପଞ୍ଚାୟତ ଚମ୍ପାସରସ୍ଥିତ ମାଙ୍ଗାନିଜ ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ଲରମ୍ଭା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋରୀ ପାଇଁ ବ୍ୟବହୃତ ଏକ ଟ୍ରକ ଏବଂ ଜେସିବି ମେସିନକୁ ଜବତ କରିଥିବା ଜଣାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ରାଜ୍ୟ ରାଜଧନୱାର ଥାନା ବାନ୍ଦେଟାଣ୍ଡ ଗ୍ରାମର ବବଲୁ ଅନସାରୀ(୨୯), ଅଜମଦ୍ ଅନସାରୀ(୧୯), ଛତିଶଗଡ ରାଜ୍ୟ କୁମ୍ଭାରୀ ଅନ୍ତର୍ଗତ […]
ଲରମ୍ଭା ଅଞ୍ଚଳରେ ହାତୀ ଉପଦ୍ରବ
Published On
By Samaya Live
ପାଟଣାଗଡ: ସେପ୍ଟେମ୍ବର ୩୦ : ଏହି ବ୍ଲକ ଲରମ୍ଭା ପଞ୍ଚାୟତ ଅଞ୍ଚଳରେ ଗତ ଦୁଇ ଦିନ ଧରି ୨ଟି ବଣୁଆ ହାତୀ ଉପଦ୍ରବ ଚଳାଇଥିବା ଅଭିଯୋଗ ହୋଇଛି । ଉକ୍ତ ପଞ୍ଚାୟତର ଇନ୍ଦପୁର, ଲରମ୍ଭା, କହ୍ନେଇଟାଲ ଇତ୍ୟାଦି ଗ୍ରାମମାନଙ୍କରେ କିଛି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଥିବା ସହ ଧାନ, ମକା ଇତ୍ୟାଦି ବିଭିନ୍ନ ଫସଲ ନଷ୍ଟ କରିଦେଇଥିବା ଜଣାଯାଇଛି । ପ୍ରକାଶ ଯେ, ହାତୀ ଦୁଇଟି ପ୍ରଥମେ ଇନ୍ଦପୁର ଗ୍ରାମରେ ପଶି ଫଗନୁ ବନଗୁଲାଙ୍କ ମାଟି ଛପର […]
ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜୋରିମାନା
Published On
By Samaya Live
ପାଟଣାଗଡ, ସେପ୍ଟେମ୍ବର ୬: ଗତ ୨୦୧୯ ମାର୍ଚ୍ଚ ୨୯ ତାରିଖ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀ କାରରେ ୯୦ କେଜି ଗଞ୍ଜେଇ ସ୍ଥାନୀୟ ଅବକାରୀ ବିଭାଗ ହାତରେ ଧରାପଡିଥିଲା । ପରେ ଉଭୟ ଚାଲାଣକାରୀ ବିଜୟ ଚନ୍ଦ୍ର ମେଣ୍ଡଲୀ(୩୮) ଏବଂ ତ୍ରିନାଥ ସାହୁ(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉକ୍ତ ମାମଲାର ବିଚାର କରି ସ୍ଥାନୀୟ ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଜଜ୍ ଶ୍ରୀମତୀ ଶିଖାରାଣୀ ରଥ ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ […]

