Paralakhemundi
ଜିଲ୍ଲା 

ପୋଲିସ ଭ୍ୟାନରୁ ବାହାରିଲା ଶାଗୁଆନ କାଠ !

ପୋଲିସ ଭ୍ୟାନରୁ ବାହାରିଲା ଶାଗୁଆନ କାଠ ! ପାରଳାଖେମୁଣ୍ଡି : ନଭେମ୍ବର ୦୫ :ପୋଲିସ କରୁଛନ୍ତି କାଠ ଚୋରି । ବନ ବିଭାଗ ଆଖିରେ ଧୂଳି ଦେଇ ଚୋରା କାଠ ନେଇ ଖସିଯିବାକୁ ପୁଲିସ ଭ୍ୟାନ ବାହାରିଥିଲା । ଶେଷରେ ବନ ବିଭାଗ ହାତରେ ଧରାପଡ଼ିଲା । ଭ୍ୟାନରେ ଥିଲେ ଚାରି ପୁଲିସ କର୍ମଚାରୀ । ହେଲେ ବନ ବିଭାଗ ଫାଶରୁ ବର୍ତ୍ତି ପାରିଲେ ନାହିଁ । ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍‌ ଛକ ଦେଇ […]
Read More...
ଓଡ଼ିଶା  ଅପରାଧ 

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା; ପରିବାରକୁ ମିଳିଲା ବ୍ୟବଚ୍ଛେଦ ରିପୋର୍ଟ

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା; ପରିବାରକୁ ମିଳିଲା ବ୍ୟବଚ୍ଛେଦ ରିପୋର୍ଟ ଭୁବନେଶ୍ୱର(ନି.ପ୍ର): ଜୁଲାଇ ୨୭: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ବିବାଦ ଲାଗି ରହିଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ପୋଡି ହୋଇ ସୌମ୍ୟଙ୍କର ମୃତ୍ରୁ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କ ଶରୀରର ୯୫% ପୋଡି ଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ଅନୁଯାୟୀ, ସୌମ୍ୟଙ୍କ ମୃତ୍ୟୁ ହେବାର ୬ ଘଣ୍ଟା ପୂର୍ବରୁ ତାଙ୍କ ଦେହରେ ନିଆଁ ଲାଗିଥିଲା । ତାଙ୍କ ପାକସ୍ଥଳୀ ଖାଲି […]
Read More...
ଓଡ଼ିଶା 

ଛଅ ମାଇଲ ନିକଟସ୍ଥ ଏଫ୍ ସି ଆଇ ଗୋଦାମ ପାଖରେ ଥିବା ଏକ ଜଙ୍ଗଲରୁ ପାରଳାଖେମୁଣ୍ଡି ପୋଲିସ ଦ୍ବାରା ନବଜାତ ଶିଶୁକନ୍ୟା ଉଦ୍ଧାର

ଛଅ ମାଇଲ ନିକଟସ୍ଥ ଏଫ୍ ସି ଆଇ ଗୋଦାମ ପାଖରେ ଥିବା ଏକ ଜଙ୍ଗଲରୁ ପାରଳାଖେମୁଣ୍ଡି ପୋଲିସ ଦ୍ବାରା ନବଜାତ ଶିଶୁକନ୍ୟା ଉଦ୍ଧାର ପାରଳଖେମୁଣ୍ଡି: ଅଗଷ୍ଟ ୧୪: (ଗରୁଡ଼ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଛଅ ମାଇଲ ନିକଟସ୍ଥ ଏଫ୍ ସି ଆଇ ଗୋଦାମ ନିକଟରେ ଏକ ବୁଦାରେ ନବଜାତ ଶିଶୁ ପଡିରହିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପାରଳାଖେମୁଣ୍ଡି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେ ଭର୍ତ୍ତି କରିଥିଲେ । ସମାଜରେ ଏବେ ବି ଶିଶୁକନ୍ୟା ଅଲୋଡ଼ା ହୋଇ ପଡିଛି l […]
Read More...
ଜିଲ୍ଲା 

ଗଜପତି ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କୁ ଆଣିବା ପାଇଁ ଆଣ୍ଟିଜେଣ୍ଟ କିଟ୍ ମାଧ୍ୟମରେ ଅଧିକ ସଂଖ୍ୟକ ପରୀକ୍ଷା ଚାଲିଛି

ଗଜପତି ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କୁ ଆଣିବା ପାଇଁ ଆଣ୍ଟିଜେଣ୍ଟ କିଟ୍ ମାଧ୍ୟମରେ ଅଧିକ ସଂଖ୍ୟକ ପରୀକ୍ଷା ଚାଲିଛି ପାରଳଖେମୁଣ୍ଡି: ଅଗଷ୍ଟ ୮: (ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତିଜିଲ୍ଲାରେ କୋରନା ସଙ୍କ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ସଂଖ୍ୟକ ପରିକ୍ଷା କରାଯାଉଥିବା ବେଳେ ପାରଳାଖେମୁଣ୍ଡି ସହରରେ ପ୍ରତେକ ୱାର୍ଡ଼ରେ ଥଣ୍ଡା ଜ୍ୱର ଚିକିତ୍ସା କେନ୍ଦ୍ର ଖୋଲାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି । କୋରନା ଲକ୍ଷଣଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଉଛି । ତେଣୁ ଅଧୀକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ସାଧାରଣ ଲୋକ ସ୍ୱଇଛାରେ ନିଜେ ନିଜେ […]
Read More...

Advertisement