PAN Card Gets Legal Support as Single Business ID
ବାଣିଜ୍ୟ  ଦେଶ- ବିଦେଶ 

ଏଣିକି ପରିଚୟ ପତ୍ର ରୂପେ ବ୍ୟବହାର ହୋଇପାରିବ ପ୍ୟାନ୍‌ କାର୍ଡ

ଏଣିକି ପରିଚୟ ପତ୍ର ରୂପେ ବ୍ୟବହାର ହୋଇପାରିବ ପ୍ୟାନ୍‌ କାର୍ଡ ନୂଆଦିଲ୍ଲୀ : ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩ -୨୪ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି I ଏହି ଅବସରରେ ଅର୍ଥମନ୍ତ୍ରୀ ପାନକାର୍ଡକୁ ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି I କେନ୍ଦ୍ର ସରକାରଙ୍କ ସବୁ ବିଭାଗରେ ସ୍ଥାୟୀ ଆକାଉଣ୍ଟ୍ ନମ୍ବର (ପାନ୍)କୁ ଏକକ ବ୍ୟବସାୟ ପରିଚୟପତ୍ର ଭାବେ ବ୍ୟବହାର କରା ଯାଇ ପାରିବ I ଫାଇନାନ୍ସ ଆକ୍ଟ ୨୦୨୩ରେ ଏକ ସଶକ୍ତିକରଣ ଧାରା ଅନୁସାରେ ପ୍ୟାନକୁ ଏକ […]
Read More...

Advertisement