Pakistani soldiers
ବିଶ୍ବ 

ପାକିସ୍ତାନ ପ୍ରାନ୍ତ ବଲୋଚିସ୍ତାନରେ ଆତଙ୍କବାଦୀଙ୍କ ଆକ୍ରମଣ: ୧୦ ପାକିସ୍ତାନୀ ସୈନ୍ୟ ନିହତ

ପାକିସ୍ତାନ ପ୍ରାନ୍ତ ବଲୋଚିସ୍ତାନରେ ଆତଙ୍କବାଦୀଙ୍କ ଆକ୍ରମଣ: ୧୦ ପାକିସ୍ତାନୀ ସୈନ୍ୟ ନିହତ ଇସ୍‌ଲାମାବାଦ : ଜାନୁଆରୀ ୨୮: ଦକ୍ଷିଣ-ପଶ୍ଚିମ ବଲୋଚିସ୍ତାନ ପ୍ରଦେଶର କେଚ୍‌ ଜିଲ୍ଲାସ୍ଥିତ ନିରାପତ୍ତା ବଳଙ୍କର ଏକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ୧୦ଜଣ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ଖବର ଗୁରୁବାର ଦିନ ସେନା ଦେଇଛି । ସେନାର ଏକ ସ୍ୱତନ୍ତ୍ର ଗଣମାଧ୍ୟମ ‘ୱିଙ୍ଗ ଇଣ୍ଟର୍‌-ସର୍ଭିସେସ୍‌ ପବ୍ଲିକ୍‌ ରିଲେସନ୍‌ସ(ଆଇଏସ୍‌ପିଆର୍‌) ଏନେଇ କହିଛିଯେ, ଜାନୁଆରି ୨୫-୨୬ ତାରିଖ ରାତିରେ ଆତଙ୍କବାଦୀମାନେ ଗୁଳିବର୍ଷଣ କରିଥିଲେ । ସେହି ଗୁଳି ବିନିମୟ ସମୟରେ ୧୦ଜଣ ସୈନିକ ନିହତ […]
Read More...

Advertisement