pakistan release 20 fisherman of india
ବିଶ୍ବ 

୨୦ ଜଣ ମାଛ ଧରାଳୀଙ୍କୁ ମୁକ୍ତ କଲା ପାକିସ୍ତାନ

୨୦ ଜଣ ମାଛ ଧରାଳୀଙ୍କୁ ମୁକ୍ତ କଲା ପାକିସ୍ତାନ ନୂଆଦିଲ୍ଲୀ: ଜୁନ ୨୧: ୨୦ ଭାରତୀୟ ଧୀବରଙ୍କୁ ପାକିସ୍ତାନ ତା କବଳରୁ ଖଲାସ କରିଛି । ୫ ବର୍ଷ ତଳେ ଗୁଜୁରାଟର ପ୍ରାୟ ୨୦ ଧୀବର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ହେଲେ ପାକିସ୍ତାନର ସାମୁଦ୍ରିକ ପଥ ଅତିକ୍ରମ କରିଯିବା ପରେ ସେଠାକାର ତଟରକ୍ଷା ବାହିନୀ ହାତରେ ଧରାପଡିଥିଲେ । ଗୋଟିଏ ଦେଶର ସୀମା ଅତିକ୍ରମ କରି ବେଆଇନ ଭାବେ ମାଛ ମାରୁଥିବା ଅଭିଯୋଗରେ ସେଠାକାର ଅଦାଲତ ସେମାନଙ୍କୁ ୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ […]
Read More...

Advertisement