pakistan kashmiri sivilians
ଦେଶ- ବିଦେଶ  ଅପରାଧ 

ଗୁଳି କରି କାଶ୍ମୀରି ଟିଭି କଳାକାରଙ୍କୁ ହତ୍ୟା

ଗୁଳି କରି କାଶ୍ମୀରି ଟିଭି କଳାକାରଙ୍କୁ ହତ୍ୟା କାଶ୍ମୀର: ମଇ ୨୬: କଶ୍ମୀର ବଡଗାମ ଜିଲ୍ଲାର ଛାଦୁରା ଅଞ୍ଚଳରେ ୩୫ ବର୍ଷିୟ ଆମରିନଙ୍କୁ ଗୁଳି କରାଯାଇଛି । ଆମରିନଙ୍କ ୧୦ ବର୍ଷିୟ ପୁତୁରାଙ୍କୁ ମଧ୍ୟ ଗୁଳି ଲାଗିଛି । ଗୁରୁତର ଅବସ୍ଥାରେ ଆମରିନଙ୍କୁ ହସପିଟାଲ ଅଣାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେପଟେ ଆହତ ପୁତୁରାଙ୍କ ଅବସ୍ଥା ସ୍ଥିର ରହିଛି । ଗତକାଲି ରାତି ପ୍ରାୟ ୮ଟାରେ ୩ ଜଣ ଲସ୍କର-ଏ-ତୋଏବା ଆତଙ୍କବାଦୀ ଆମରିନଙ୍କୁ ତାଙ୍କ ଘର ପାଖରେ […]
Read More...

Advertisement