Pak warns Afghanistan after terror attacks
ଦେଶ- ବିଦେଶ 

ଆଫଗାନିସ୍ତାନକୁ ପାକିସ୍ତାନର ଆକ୍ରମଣ ଧମକ

ଆଫଗାନିସ୍ତାନକୁ ପାକିସ୍ତାନର ଆକ୍ରମଣ ଧମକ ନୂଆଦିଲ୍ଲୀ: ଇସଲାମାବାଦ ଏବଂ ଦକ୍ଷିଣ ୱାଜିରିସ୍ତାନ‌ରେ ନିକଟରେ ଆତଙ୍କବାଦୀ ଆକ୍ରମଣ ହେବାପରେ ପାକିସ୍ତାନ ଏନେଇ ଆଫଗାନିସ୍ତାନକୁ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଅସିଫ ଆଫଗାନିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ ଆଫଗାନିସ୍ତାନରେ ଖୁବ୍‌ଶୀଘ୍ର ଆକ୍ରମଣ ହେବ। ଖ୍ବାଜା ଅସିଫ ଅଭିଯୋଗ କରିଛନ୍ତି ଯେ ହିଂସା ପାଇଁ ଦାୟୀ ଆତଙ୍କବାଦୀମାନେ ଆଫଗାନ ତାଲିବାନ...
Read More...

Advertisement