padmapur election today
ରାଜନୀତି  ଓଡ଼ିଶା 

ଶାନ୍ତି ଶୃଙ୍ଖଳାର ସହ ଚାଲିଛି ପଦ୍ମପୁର ମତଦାନ

ଶାନ୍ତି ଶୃଙ୍ଖଳାର ସହ ଚାଲିଛି ପଦ୍ମପୁର ମତଦାନ ଭୁବନେଶ୍ୱର : ଆଜି ହେଉଛି ପଦ୍ମପୁର ଉପନିର୍ବାଚନ I କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସକାଳ ୯ଟା ସୁଦ୍ଧା ୮.୫% ମତଦାନ ହୋଇଥିବା ବେଳେ ଏହା ଅପରାହ୍ନ ୪ ଯାଏଁ ଚାଲିବ I ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୫୭ହଜାର ୪୭୪ ଭୋଟର୍‌ । ଭୋଟ୍‌ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ନେଇ […]
Read More...

Advertisement