padmabesha of mahaprabhu jagannath
ଜିଲ୍ଲା  ଓଡ଼ିଶା 

ଆଜି ଶ୍ରୀଜୀଉଙ୍କର ପଦ୍ମବେଶ

ଆଜି ଶ୍ରୀଜୀଉଙ୍କର ପଦ୍ମବେଶ ପୁରୀ: ଫ୍ରେବୃଆରୀ ୦୨: ଶ୍ରୀଜୀଉଙ୍କର ପଦ୍ମବେଶ । ମ।ଘ ମ।ସ ଅମ।ବ।ସ୍ୟ।ରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବ। ବୁଧବ।ର କିମ୍ବ। ଶନିବ।ର ଦିନ ଶ୍ରୀବିଗ୍ରହଙ୍କୁ ପଦ୍ମ ବେଶରେ ସଜିତ କର।ଯ।ଇଥ।ଏ ।ପରମ୍ପର। ଅନୁଯ।ୟୀ ମହ।ପ୍ରଭୁଙ୍କ ପଦ୍ମବେଶ ପ।ଇଁ ବଡ଼ଛତ। ମଠ ସମସ୍ତ ସ।ମଗ୍ରୀ ଯୋଗ।ଇଥ।ଏ । ଶ୍ରୀବିଗ୍ରହମ।ନେ ପ୍ରତ୍ୟେକ ର।ତିରେ ବଡ ସିଂହ।ର ବେଶରେ ପହୁଡ଼ ଯାଉଥିବାବେଳେ ବର୍ଷକରେ କେବଳ ଏହି ଗୋଟିଏ ଦିନ ମହ।ପ୍ରଭୁ ପଦ୍ମବେଶରେ ହିଁ ପହୁଡ ଯାଇଥାନ୍ତି । ଏହି ବେଶ ପ।ଇଁ […]
Read More...

Advertisement