ଆଜି ଶ୍ରୀଜୀଉଙ୍କର ପଦ୍ମବେଶ
ପୁରୀ: ଫ୍ରେବୃଆରୀ ୦୨: ଶ୍ରୀଜୀଉଙ୍କର ପଦ୍ମବେଶ । ମ।ଘ ମ।ସ ଅମ।ବ।ସ୍ୟ।ରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବ। ବୁଧବ।ର କିମ୍ବ। ଶନିବ।ର ଦିନ ଶ୍ରୀବିଗ୍ରହଙ୍କୁ ପଦ୍ମ ବେଶରେ ସଜିତ କର।ଯ।ଇଥ।ଏ ।ପରମ୍ପର। ଅନୁଯ।ୟୀ ମହ।ପ୍ରଭୁଙ୍କ ପଦ୍ମବେଶ ପ।ଇଁ ବଡ଼ଛତ। ମଠ ସମସ୍ତ ସ।ମଗ୍ରୀ ଯୋଗ।ଇଥ।ଏ । ଶ୍ରୀବିଗ୍ରହମ।ନେ ପ୍ରତ୍ୟେକ ର।ତିରେ ବଡ ସିଂହ।ର ବେଶରେ ପହୁଡ଼ ଯାଉଥିବାବେଳେ ବର୍ଷକରେ କେବଳ ଏହି ଗୋଟିଏ ଦିନ ମହ।ପ୍ରଭୁ ପଦ୍ମବେଶରେ ହିଁ ପହୁଡ ଯାଇଥାନ୍ତି । ଏହି ବେଶ ପ।ଇଁ […]
ପୁରୀ: ଫ୍ରେବୃଆରୀ ୦୨: ଶ୍ରୀଜୀଉଙ୍କର ପଦ୍ମବେଶ । ମ।ଘ ମ।ସ ଅମ।ବ।ସ୍ୟ।ରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବ। ବୁଧବ।ର କିମ୍ବ। ଶନିବ।ର ଦିନ ଶ୍ରୀବିଗ୍ରହଙ୍କୁ ପଦ୍ମ ବେଶରେ ସଜିତ କର।ଯ।ଇଥ।ଏ ।ପରମ୍ପର। ଅନୁଯ।ୟୀ ମହ।ପ୍ରଭୁଙ୍କ ପଦ୍ମବେଶ ପ।ଇଁ ବଡ଼ଛତ। ମଠ ସମସ୍ତ ସ।ମଗ୍ରୀ ଯୋଗ।ଇଥ।ଏ । ଶ୍ରୀବିଗ୍ରହମ।ନେ ପ୍ରତ୍ୟେକ ର।ତିରେ ବଡ ସିଂହ।ର ବେଶରେ ପହୁଡ଼ ଯାଉଥିବାବେଳେ ବର୍ଷକରେ କେବଳ ଏହି ଗୋଟିଏ ଦିନ ମହ।ପ୍ରଭୁ ପଦ୍ମବେଶରେ ହିଁ ପହୁଡ ଯାଇଥାନ୍ତି ।
ଏହି ବେଶ ପ।ଇଁ ଚୂଳ, ଶ୍ରୀମୁଖ ପଦ୍ମ, କର ପଲ୍ଲବ, ପଦ୍ମ କଢି, ଗଛ, ଡ।ଳିଲତ। ଆଦି ସୋଲରେ ତିଆରି କର।ଯ।ଇଥ।ଏ ।ମୁଖ୍ୟତଃ ବେଶରେ ୮୦ଟି ଛୋଟ ପଦ୍ମ, ୪ଟି ପଦ୍ମକଢ଼ି ବ। କର ପଲ୍ଲବ, ୪ଟି ହଂସ ଓ ୭ଟି ଗଛ ସହ ବିଭିନ୍ନ ଅଳଙ୍କ।ର ପ୍ରସ୍ତୁତ କର।ଯ।ଇଛି ।




