ott debue
ମନୋରଞ୍ଜନ 

ହଲିଉଡରେ ପାଦ ଥାପିବେ ବରୁନ୍‌ ଧାୱନ୍‌

ହଲିଉଡରେ ପାଦ ଥାପିବେ ବରୁନ୍‌ ଧାୱନ୍‌ ନୂଆଦିଲ୍ଳୀ: ମାର୍ଚ୍ଚ ୩୦: ବଲିଉଡ ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଆକଫିଙ୍ଗ ଲୋକଙ୍କୁ ବେଶ୍‌ ଖୁସି କରିଥାଏ । ଫିଟ୍‌ ବଡି ସାଙ୍ଗକୁ କମେଡି ଟାଇମିଙ୍ଗ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ନିକଟରେ ତାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କୁହାଯାଉଛି ଯେ ବରୁଣ ଶୀଘ୍ର ହଲିଉଡରେ ଡେବ୍ୟୁ କରିପାରନ୍ତି। କେବଳ ଏତିକି ନୁହେଁ, ଏହା ତାଙ୍କର ଓଟିଟି ଡେବ୍ୟୁ ମଧ୍ୟ ହୋଇପାରେ […]
Read More...

Advertisement