OPS
ଜିଲ୍ଲା 

ଓଏଏସ୍‌ ରେଜଲ୍‌ଟ: ଦ୍ୱିତୀୟ ସ୍ଥାନରେ ରାଉରକେଲାର ଅଙ୍କୁର ଅଭିଳାଷ

ଓଏଏସ୍‌ ରେଜଲ୍‌ଟ: ଦ୍ୱିତୀୟ ସ୍ଥାନରେ ରାଉରକେଲାର ଅଙ୍କୁର ଅଭିଳାଷ ରାଉରକେଲା: ଅକ୍‌ଟୋବର ୦୯: ୨୦୧୯ ଓଏଏସ୍‌ ରେଜଲ୍‌ଟ ପ୍ରକାଶ ପାଇଛି । ବିଭିନ୍ନ ବର୍ଗରେ ମୋଟ ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ ପଣ୍ଡା ଟªର ହୋଇଥିଲାବେଳେ ରାଉରକେଲାର ଅଙ୍କୁର ଅଭିଳାଷ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପବ୍ଲିକ ଆଡମିନିଷ୍ଟ୍ରେସନ୍‌ ତାଙ୍କର ଅ«୍ନାଲ ସବ୍‌ଜେକ୍‌ଟ ରହିଥିଲା । ଦ୍ୱିତୀୟ ସବ୍‌ଜେକ୍‌ଟ ରହିଥିଲା ଇତିହାସ । ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ପାୱାର ଡିଷ୍ଟ୍ରିବ୍ୟୁସନ୍‌ ବିଭାଗରେ କାର୍ଯ୍ୟରତ ଅଙ୍କୁର ଏହି ସଫଳତାର ଶ୍ରେୟ ତାଙ୍କୁ ପିତାମାତା […]
Read More...

Advertisement