OPERATION LOTOUS FAIL
ରାଜନୀତି  ଦେଶ- ବିଦେଶ 

ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଫେଲ, ବିଜେପିର ବଜେଟ୍ ଥିଲା ୮୦୦ କୋଟି : କେଜ୍ରିୱାଲ୍

ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଫେଲ, ବିଜେପିର ବଜେଟ୍ ଥିଲା ୮୦୦ କୋଟି  : କେଜ୍ରିୱାଲ୍ ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ବିଶ୍ବାସ ମତ ଉପସ୍ଥାପନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରକୁ ତେରଛା ବାଣ ମାରିଛନ୍ତି I ଏହି ପ୍ରସ୍ତାବ ଉପସ୍ଥାପନ ବେଳେ କେଜ୍ରିୱାଲ କହିଛନ୍ତି ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଫେଲ ମାରିଛି I ଆମେ ଏହି ପ୍ରସ୍ତାବ ଏଥିପାଇଁ ଆଣିଛୁ କି ପାର୍ଟି ପ୍ରତି ଆମ ସଦସ୍ୟ କେତେ ସମର୍ପିତ ତାହା ଜଣା ପଡିବ I ପ୍ରତ୍ୟେକ ଆମ୍ ଆଦମୀ ପାର୍ଟି (ଆପ) କର୍ମୀ, ଓ ବିଧାୟକ ଦଳ […]
Read More...

Advertisement