Omicron Tally Rises to 358
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୬,୬୫୦ କରୋନା ସଂକ୍ରମିତ ଏବଂ ୭,୦୫୧ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୬,୬୫୦ କରୋନା ସଂକ୍ରମିତ ଏବଂ ୭,୦୫୧ ସୁସ୍ଥ ଦିଲ୍ଲୀ: ଡିସେମ୍ବର ୨୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୬୫୦ ରହିଛି । ୨୪ ଘଣ୍ଟା ମଧ୍ୟରେ ୭,୦୫୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୪୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୨ ଲକ୍ଷ ୧୫ ହଜାର ୯୭୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୭୭ ହଜାର ୫୧୬ ରହିଛି […]
Read More...

Advertisement