ollywood actress rashmirekha's boyfriend suiside
ଜିଲ୍ଲା 

ରଶ୍ମିରେଖାଙ୍କ ପରେ ଝୁରି ଝୁରି ଆରପାରିକି ଚାଲିଗଲେ ସନ୍ତୋଷ

ରଶ୍ମିରେଖାଙ୍କ ପରେ ଝୁରି ଝୁରି ଆରପାରିକି ଚାଲିଗଲେ ସନ୍ତୋଷ ରାଉରକେଲା: ଜୁଲାଇ ୦୬: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁର କିଛିଦିନ ପରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବେକରେ ଲୁଗା ଲଗାଇ ସନ୍ତୋଷ ଜୀବନ ହାରିଛନ୍ତି । ପରିବାର ଲୋକଙ୍କ ସହ ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ସନ୍ତୋଷ ନିଜ ବେଡ୍‌ ରୁମରେ ଆତ୍ମହତ୍ୟା କରିଛନ୍ତି । ସନ୍ତୋଷ ତାଙ୍କ ବାପା ମାଙ୍କ ସହ ରହୁଥିଲେ । ଖବର ପାଇ ଉଦିତନଗର ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ […]
Read More...

Advertisement