offbeat news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କରୋନା ଟିକା ନେଇ ଗିରଫ
Published On
By Samaya Live
ପଶ୍ଚିମ ୟୁରୋପୀୟ: ପଶ୍ଚିମ ୟୁରୋପୀୟ ଦେଶ ବେଲଜିୟମରେ ଟିକାକରଣ ହେରଫେର୍ର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏହି ଦେଶର ଜଣେ ଯୁବକ ୮ ଥର କରୋନା ଟିକା ନେଇଥିବା ଅପରାଧରେ ଗିରଫ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯୁବକ ଜଣଙ୍କ ନବମ ଥର କରୋନା ଟିକା ନେବା ପାଇଁ ଟିକାକରଣ କେନ୍ଦ୍ରରେ ପହଞ୍ଚିବା ପରେ ଗିରଫ କରାଯାଇଥିଲା । ଉଲୁନ ଅଞ୍ଚଳର ୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଶୋର୍ଲରାୟ ସହରରେ ଏହି […]
ଦୁଇ ଚକରେ ଅଟୋ ଚାଳନା
Published On
By Samaya Live
ଭାରତରେ ସିନେମା ଷ୍ଟାରଙ୍କର ବହୁତ ଫ୍ୟାନ ଆପଣ ପାଇବେ । ସେଥିରୁ ଏଭଳି କେତେକ ଫ୍ୟାନ୍ ଥାଆନ୍ତି ଯେଉଁମାନେ ଏହି ଷ୍ଟାରଙ୍କୁ ନିଜ ଜୀବନରେ ସବୁ କାର୍ଯ୍ୟପାଇଁ ପ୍ରେରଣା ବୋଲି ଧରିଥାଆନ୍ତି । ଷ୍ଟାରଙ୍କର କାର୍ଯ୍ୟକଳାପ ଏହି ଫ୍ୟାନଙ୍କର ଜୀବନଶୈଳୀ ଉପରେ ବେଶ୍ ପ୍ରଭାବ ପକାଇଥାଏ । ତେବେ ଆଜିକାଲି ଜଣେ ଅଟୋ ଚାଳକଙ୍କୁ ସାଉଥ୍ ସୁପର ଷ୍ଟାର ରଜନୀକାନ୍ତଙ୍କର ବଡ ଫ୍ୟାନ୍ ବୋଲି ଆଖ୍ୟା ମିଳିଛି । ଏହି ଅଟୋଚାଳକ ତିନୋଟି ଚକା ବଦଳରେ ଦୁଇଟି […]
୫ କିଲୋର ଦୁଇ ହାତ
Published On
By Samaya Live
ଝାଡ଼ଖଣ୍ଡ: ୧୨ ବର୍ଷର କଲିମଙ୍କ ଗୋଟିଏ ହାତର ଓଜନ ପ୍ରାୟ ଅଢେଇ କିଲୋଗ୍ରାମ ଏବଂ ଦୁଇ ହାତର ଓଜନ ମିଶି ୫ କିଲୋଗ୍ରାମ । ଜନ୍ମରୁ ହିଁ ଏହି ବିଚିତ୍ର ହାତକୁ ନେଇ ଜନ୍ମ ହୋଇଛନ୍ତି ମହମ୍ମଦ କଲିମ । ତାଙ୍କର ଏହି ହାତ ପାଇଁ ସେ ବହୁଥର ଅପମାନିତ ହୋଇଛନ୍ତି । ପିଲାଟି ବେଳୁ ହିଁ ସେ ଏସବୁ ଅପମାନ ଶୁଣି ମଧ୍ୟ ନିଜକୁ ଦୁର୍ବଳ କରିନାହାନ୍ତି ବରଂ ନିଜର ଦୁର୍ବଳତାକୁ ହିଁ ଶକ୍ତି କରିଦେଇଛନ୍ତି […]
ବନ୍ଧା କୋବି ତୋଳିବା ପାଇଁ ୬୩ ଲକ୍ଷ
Published On
By Samaya Live
ୟୁକେ: ଯଦି ଲକ୍ଷ ଲକ୍ଷ ଟଙ୍କା ପ୍ୟାକେଜ୍ ଅଫର୍ ମିଳେ, ତେବେ ଜଣେ ବ୍ୟକ୍ତି ୱାର୍କ ପ୍ରୋଫାଇଲ ସଠିକ୍ ଭାବରେ ଦେଖିବାକୁ ଚାହିଁବ ନାହିଁ । କଳ୍ପନା କରନ୍ତୁ ଯଦି ପନିପରିବା ତୋଳିବା ପାଇଁ ବର୍ଷକୁ ୬୩ ଲକ୍ଷ ଟଙ୍କା ଦିଆଯାଏ, ତେବେ କାହିଁକି କିଏ ଏମିତି ଚାକିରୀ କରିବାକୁ ଆପତ୍ତି କରିବେ । ୟୁନାଇଟେଡ୍ କିଙ୍ଗଡମ୍ର ଏକ କୃଷି କମ୍ପାନୀ କର୍ମଚାରୀଙ୍କୁ ବର୍ଷସାରା କୋବି ତୋଳିବା ପାଇଁ ୬୨,୪୦୦ ପାଉଣ୍ଡ ବେତନ ପ୍ରଦାନ କରୁଛି । […]
ବେନାମୀ ଷ୍ଟେସନ
Published On
By Samaya Live
ଭାରତରେ ଟ୍ରେନ୍ ସେବା ଏକ ବୃହତ୍ତର ସେବା, ଯେଉଁଥିରେ ସବୁଠାରୁ ଅଧିକ ଲୋକ ଯାତାୟାତ କରନ୍ତି । ଟ୍ରେନ୍ରେ ଯିବା ପୂର୍ବରୁ ସର୍ବଦା ସମସ୍ତଙ୍କୁ ଟିକେଟ୍ କାଟିବାକୁ ହୋଇଥାଏ । ଯେଉଁଥି ପାଇଁ ଦରକାର ହୋଇଥାଏ ଷ୍ଟେସନ୍ର ନାଁ ଓ ଠିକଣା । ଭାରତରେ ଏଭଳି କିଛି ଷ୍ଟେସନ ଅଛି ଯାହାର ନାମ ନାହିଁ । ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । ତେବେ ଏହି ଷ୍ଟେସନ୍ରେ ନାମ ନାହିଁ କିନ୍ତୁ ଏଠାରେ ଟ୍ରେନ୍ ରହିବା […]
ଗୋଟିଏ କିଡନୀର ଗାଁ !
Published On
By Samaya Live
ନେପାଳ: ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି ଯାହା କିଛି ନିଆରା କାରଣରୁ ପରିଚିତ । ସେହିଭଳି ଏକ ଗାଁ ହେଲା ନେପାଳରେ ଥିବା ହୋକସେ ବଜାର ଗ୍ରାମ । କିନ୍ତୁ ଏହି ଗ୍ରାମର ଆଉ ଏକ ନାଁ ହେଲା ‘ଗୋଟିଏ କିଡନୀର ଗାଁ’ । ଏଠିକାର ଅଧିକାଂଶ ବାସିନ୍ଦାଙ୍କର ଗୋଟିଏ କିଡନୀ ରହିଛି । ନିଜର ଏହି ବିଚିତ୍ର କାରଣ ପାଇଁ ଏହା ଦୁନିଆରେ ପରିଚିତ । ଗୋଟିଏ କିଡନୀ କାରଣରୁ ସେମାନଙ୍କର ଗମ୍ଭୀର ସମସ୍ୟା […]
ନଡିଆ ଖୋଳରୁ ମାସ୍କ
Published On
By Samaya Live
ଇଣ୍ଡୋନେସିଆ, ପେ୍ଟେମ୍ବର ୧୧: କରୋନା ସମୟରେ ମାସ୍କ ଓ ସାନିଟାଇଜରକୁ ନେଇ ଅନେକ ଘଟଣା ଭାଇରାଲ ହୋଇଛି । ସେଥିରେ କେତେକ ଖବର ହୃଦୟସ୍ପର୍ଶୀ ଥିବା ବେଳେ କେତେକ ଲୋକଙ୍କୁ ହସର ଖୋରାକ ଯୋଗାଇଛି । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଲୋକଙ୍କୁ ହସର ଖୋରାକ ଯୋଗାଉଛି । ଇଣ୍ଡୋନେସିଆର ଜଣେ ବ୍ୟକ୍ତି ନଡିଆ ଖୋଳରୁ ତିଆରି ହୋଇଥିବା ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଇଣ୍ଡୋନେସିଆର ୪୪ ବର୍ଷୀୟା […]
ପବନରୁ ଚାର୍ଜ
Published On
By Samaya Live
ଜାପାନ: ସେପ୍ଟେମ୍ବର ୮: ମୋବାଇଲ୍, ଲାପଟପ୍, ବ୍ଲìଟୁଥ୍, ସ୍ପିକର ଭଳି ଅନ୍ୟ ଗ୍ୟାଜେଟ୍ ଚାର୍ଜ କରିବା ପାଇଁ ସାଧାରଣତଃ ବିଜୁଳିର ଆବଶ୍ୟକ ପଡିଥାଏ । ହେଲେ ପବନରୁ ମଧ୍ୟ ଏ ସମସ୍ତ ଗ୍ୟାଜେଟ୍ସକୁ ମଧ୍ୟ ଚାର୍ଜ କରିହେବ, କଥାଟି ଅବିଶ୍ୱାସ ଲାଗିଲେ ମଧ୍ୟ । ଆଜିକାଲିର ବୈଜ୍ଞାନିକଙ୍କ ପାଇଁ ସବୁ ସମ୍ଭବ । ଏକ ରିପୋର୍ଟ ଅନୁସାରେ ଜାପାନର ବୈଜ୍ଞାନିକମାନେ ଏଭଳି ନୂତନ ଟେକନିକ୍ର ଉଦ୍ଭାବନ କରିଛନ୍ତି ଯାହା ବିଜୁଳିର ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ […]
ଗୋବର ଦିଅ ସିଲିଣ୍ଡର ନିଅ
Published On
By Samaya Live
ବିହାର: ସେପ୍ଟେମ୍ବର ୭: ସାଧାରଣତ ଘରେ ସ୍ତ୍ରୀ ଲୋକମାନେ ରୋଷେଇ କରିଥାଆନ୍ତି । ଗାଁ ଗହଳିରେ ପୂରା ପରିବାର ପାଇଁ ଚୁଲିରେ ରୋଷେଇ କରିବା ଏକ କଠିନ କାମ । ଚୁଲିରୁ ନିର୍ଗତ ଧୂଆଁରୁ ସେମାନଙ୍କୁ ବିଭିନ୍ନ ରୋଗ ହେବାର ଆଶଙ୍କା ବଢିଥାଏ । ତେଣୁ ସମସ୍ତେ ଚାହାନ୍ତି ଆଧୁନିକ ପ୍ରଣାଳୀରେ ରୋଷେଇ କରିବାକୁ, ହେଲେ ଏଥିପାଇଁ କେତେଜଣ ଆର୍ଥିକ ସ୍ତରରେ ସକ୍ଷମ ନଥାଆନ୍ତି । ଏହାର ସମାଧାନ ସ୍ୱରୂପ ବିହାରର ଏକ ଗ୍ରାମରେ ଅଭିନବ ଉପାୟ […]
ନିଆରା ରୂପରେ କାଗଜ ବ୍ୟାଗ
Published On
By Samaya Live
କର୍ଣ୍ଣାଟକ: ସେପ୍ଟେମ୍ବର ୭: ପ୍ଲାଷ୍ଟିକ୍ ବର୍ଜନ ଅଭିଯାନ ସମସ୍ତ ଦେଶରେ ଚାଲିଛି । ଲୋକମାନେ ପ୍ଲାଷ୍ଟିକ୍ ବଦଳରେ ଇକୋଫ୍ରେଣ୍ଡଲି ବ୍ୟାଗ୍ ବ୍ୟବହାର କରୁଛନ୍ତି । ହେଲେ ଏହି ବ୍ୟାଗଗୁଡିକ ମାଛ, କ୍ଷୀର ପ୍ୟାକେଟ୍ ବିଭିନ୍ନ ଆଦ୍ରତା ଥିବା ସାମଗ୍ରୀ ଆଣିବାକୁ ଉପଯୋଗୀ ହୋଇନଥାଏ । ତେବେ କର୍ଣ୍ଣାଟକର ଧନଞ୍ଜୟ ହେଗଡେ ଏହାର ସମାଧାନ ବାହାର କରିଛନ୍ତି । ପେଷାରେ ସେ ଜଣେ ମେକାନିକାଲ ଇଞ୍ଜିନିୟର । ପ୍ଲାଷ୍ଟିକ ବ୍ୟାନ ପରେ ମଧ୍ୟ ମାଛ, ମାଂସ ନେବା ଆଣିବା […]
ଦରକାରୀ ଲୋକଙ୍କ ସାହାରା
Published On
By Samaya Live
ଆମେରିକା: ସେପ୍ଟେମ୍ବର ୭: ଦୁନିଆରେ ଅନେକ ପରୋପକାରୀ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଉପାୟ କରିଥାଆନ୍ତି । ସେହିଭଳି ଜଣେ ବ୍ୟକ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ଆମେରିକାର ଏହି ବ୍ୟକ୍ତି ଜଣଙ୍କ ବ୍ୟବହୃତ ପୁରୁଣା କାର ଦରକାରୀ ଲୋକଙ୍କୁ ବାଣ୍ଟୁଛନ୍ତି । ଏହି ବ୍ୟକ୍ତିଙ୍କର ପିତା ଜଣେ କାର ମେକାନିକ୍ ଥିଲେ । ତେବେ ପିତାଙ୍କର ମୃତୁ୍ୟପରେ ମଧ୍ୟ ବ୍ୟକ୍ତି ଜଣଙ୍କ ପିତାଙ୍କର ବ୍ୟବସାୟକୁ ବନ୍ଦ ନକରି […]
ପିଙ୍କ ଡଲିଫିନ୍ !
Published On
By Samaya Live
ଭୁବନେଶ୍ୱର:ସେପ୍ଟେମ୍ବର ୬: ସୋସିଆଲ ମିଡିଆରେ ଅନେକ ଘଟଣା ଭାଇରାଲ ହୋଇଥାଏ । ଘଟଣାଗୁଡିକ ବେଶ୍ ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଏକ ଭିଡିଓ ଆଜିକାଲି ବେଶ୍ ଭାଇରାଲ ହେଉଛି । ଭିଡିଓଟି ଏକ ଡଲ୍ଫିନ୍ର । ସାଧାରଣତ ସମୁଦ୍ର ଡଲ୍ଫିନ୍ର ରଙ୍ଗ ନୀଳ ହୋଇଥାଏ । କିନ୍ତୁ ଏହି ଭିଡିଓରେ ଏକ ଗୋଲାପି ରଙ୍ଗର ଡଲଫିନ୍ ଦେଖିବାକୁ ମିଳିଛି । ଭିଡିଓଟିକୁ ଜଣେ ଆଇଏଫ୍ଏସ୍ ଅଫିସର ସେୟାର କରିଛନ୍ତି । ଭିଡିଓଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଛି […]

