Odisha Weather
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆସୁଛି ଆଉ ଏକ ଲଘୁଚାପ,୭ ଟି ଜିଲ୍ଲାକୁ ହାଇ ଆଲର୍ଟ
Published On
By Samaya Live
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ I ଲଘୁଚାପ ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର I ଏହା ଧିରେ ଧିରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୯ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର ମଧ୍ୟ ଭାଗ ଅଞ୍ଚଳରେ ଅବପାତ ରୂପ ନେବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ସୃଷ୍ଟିହୋଇଥିବା #ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି, #୧୯ନଭେମ୍ବର ବେଳକୁ ଦକ୍ଷିଣ ବଙ୍ଗୋପସାଗର […]
ରାଜ୍ୟରେ ବଢ଼ୁଛି ଶୀତ, ଉଦୟଗିରିରେ ପ୍ରବଳ ଥଣ୍ଡା
Published On
By Samaya Live
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତର ଲହର ପ୍ରବେଶ କରୁଛି । ଫଳରେ ଅଧିକାଂଶ ସ୍ଥାନରେ ଶୀତ ପଡ଼ିଛି । ଆଜି ରାଜ୍ୟର ୨୦ଟି ସ୍ଥାନରେ ୧୫ ଡିଗ୍ରି ତଳେ ତାପମାତ୍ରା ରେକର୍ଡ କରାଯାଇଛି । ସେଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ୭.୨ ଡିଗ୍ରୀ ତାପମାତ୍ରା ରହିଛି । ସେଠାରେ ପ୍ରବଳ ଥଣ୍ଡା ହେବା ସହିତ ଅପରାହ୍ନ ସମୟ ପର୍ଯ୍ୟନ୍ତ କୁହୁଡ଼ି ପଡ଼ିରହୁଛି । ସେହିପରି କୋରାପୁଟର ଶିମିଳିଗୁଡ଼ାରେ ୯.୦ ଡିଗ୍ରୀ, ଫୁଲବାଣୀରେ ୧୦.୫ ଡିଗ୍ରୀ, କୋରାପୁଟ, […]
ପ୍ରବଳ ବର୍ଷାରେ ଜଳାର୍ଣ୍ଣବ କଟକ ଭୁବନେଶ୍ୱର
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୦୬: ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ପ୍ରବଳ ବର୍ଷା ହୋଇଛି । ବିଶେଷ କରି କଟକ-ଭୁବନେଶ୍ୱର ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିଛି । ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ଥିବା ନିମ୍ନ ଚାପ ରେଖା ଏବଂ ଘୁର୍ଣ୍ଣି ବଳୟ ପ୍ରଭାବରେ ପୂର୍ବ ଦିଗରୁ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ମେଘ ଖଣ୍ଡ ପ୍ରଭାବରେ ବର୍ଷା ଲାଗିରହିଛି । ଫଳରେ ବିଭିନ୍ନ ସ୍ଥାନରେ ସାମୟିକ ଜଳବନ୍ଦି ଅବସ୍ଥା ଦେଖାଦେଇଥିଲା । ସେପଟେ ଆଗାମୀ ୨୪ […]
ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା
Published On
By Samaya Live
ଭୁବନେଶ୍ୱର: ଜୁନ ୨୯: ଆସନ୍ତା ୫ ଦିନ ଅର୍ଥାତ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ । ଆଜି ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହା ସହ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର […]
ରାଜ୍ୟର କିଛି ଜିଲ୍ଲାରେ ଜାରି ରହିଛି ପ୍ରାକ୍ ମୌସୁମୀ ବର୍ଷା
Published On
By Samaya Live
() ଆଉ ୨୪ ଘଣ୍ଟାରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟକୁ ପଶ୍ଚିମ ବଙ୍ଗୋପସାଗରରୁ ପବନ ବୋହୁଥିବାବେଳେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ସେପଟେ ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହି ଥିବାବେଳେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି । ଅନ୍ୟପଟେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା […]
୨୪ ଘଣ୍ଟା ମଧ୍ୟରେ ଲଘୁଚାପର ସମ୍ଭାବାନା
Published On
By Samaya Live
ଭୁବନେଶ୍ୱର: ଏପ୍ରିଲ ୨୯: ତାତିରୁ ରାଜ୍ୟବାସୀଙ୍କୁ ଖୁବ୍ ଶିଘ୍ର ମୁକ୍ତି ମିଳିପାରେ । ୪ ମେ’ରେ ଦକ୍ଷିଣ ଆଣ୍ଡାମାନ ଏବଂ ତା’ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ […]
ପଶ୍ଚିମରେ ଅସହ୍ୟ ତାତି, ୭ ସ୍ଥାନରେ ୪୦ ଡିଗ୍ରୀ ଉପରେ ପାରଦ
Published On
By Samaya Live
ବଲାଙ୍ଗିର : ଏପ୍ରିଲ ୦୬: ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଜାରି ରହିଛି । ସୋମବାର ୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହିଥିଲା ବେଳେ ଗତକାଲି ଓ ଆଜି ୪୦ ଡିଗ୍ରୀ ଉପରକୁ ପାରେଦ ରହିଛି । ବଲାଙ୍ଗିରରେ ସର୍ବାଧିକ ୪୨.୬ ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଝାରସୁଗୁଡ଼ା ୪୦.୮, ସମ୍ବଲପୁର ୪୦.୧, ସୁନ୍ଦରଗଡ଼ ୪୦.୫, ଭବାନୀପାଟଣା ୪୦.୬ ଓ ସୁବର୍ଣ୍ଣପୁରରେ ୪୦.୬ ଡିଗ୍ରୀ ପାରଦ ରହିଥିଲା […]
ଶୁଖିଲା ରହିବ ପାଗ: ପାଣିପାଗ ବିଭାଗର ପୂର୍ବାନୁମାନ
Published On
By Samaya Live
ଭୁବନେଶ୍ୱର:ଡିସେମ୍ବର ୨୩: ଏବେ ର।ଜ୍ୟର ପ।ଗ ମୁଖ୍ୟତଃ ଶୁଖିଲ। ରହିଛି। ଆସନ୍ତ।କ।ଲି ସକ।ଳ ଯ।ଏ ଝ।ରସୁଗୁଡ଼।, ବୌଦ୍ଧ, ବଲ।ଙ୍ଗୀର, ନୟ।ଗଡ଼ ଓ ଖୋର୍ଦ୍ଧ। ଆଦି ଜିଲ୍ଲ।ରେ ଗେ।ଟିଏ ଦୁଇଟି ସ୍ଥ।ନରେ ଶୀତ ଲହରି ଲ।ଗି ରହିବ। ଏନେଇ ଆଞ୍ଚଳିକ ପ।ଣିପ।ଗ କେନ୍ଦ୍ର ପକ୍ଷରୁ ଆକଳନ କର।ଯ।ଇଛି। ଏପଟେ ମ।ଲକ।ନଗିରିର ଗେ।ଟିଏ ଦୁଇଟି ସ୍ଥ।ନରେ ଘନକୁହୁଡ଼ି ଦେଖାଯାଇପାରେ। ଏହ।ଛଡ଼। ଗଜପତି, କନ୍ଧମ।ଳ ଓ କଳ।ହ।ଣ୍ଡି ଜିଲ୍ଲ।ର ଗେ।ଟିଏ ଦୁଇଟି ସ୍ଥ।ନରେ ସ।ଧ।ରଣ କୁହୁଡ଼ି ଦେଖାଯିବ। ଗତ ୨୪ ଘଣ୍ଟ। […]
ଫୁଲବାଣୀରେ ପଡ଼ିଲା ବରଫ: ଦାରିଙ୍ଗବାଡ଼ିକୁ ଥଣ୍ଡାରେ କାଟିଲା ଫୁଲବାଣୀ
Published On
By Samaya Live
ଫୁଲବାଣୀ: ଡିସେମ୍ବର ୨୨: ଗତ ୩ରୁ ୪ଦିନ ହେଲା ରାଜ୍ୟବାସୀ ଜାଡ଼ରେ ଥରୁଛନ୍ତି । ପ୍ରାୟ ୧୯ ରାଜ୍ୟରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ସେଲସିୟକୁ ଖସିଛି । ଓଡ଼ିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଏହାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଗତ ରାତିରେ ଫୁଲବାଣୀରେ ସର୍ବାଧିକ ଥଣ୍ଡା ରେକର୍ଡ କରାଯାଇଛି । ଫୁଲବାଣୀରେ ୩.୬ […]
ଆସୁଛି ବାତ୍ୟା, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୧: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଆଣ୍ଡାମାନ ସାଗରରେ ସକ୍ରିୟ ହେଉଛି ଲଘୁଚାପ। ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨ ତାରଖରେ ଅବପାତ ଓ ଆଗାମୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ କାଲିଠୁ ଓଡିଶାର ପାଗରେ ପରିବର୍ତ୍ତନ ଆସିପାରେ । ପୁରୀ, ଜଗତସିଂପୁର, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ ଗଞ୍ଜାମ, ଗଜପତି, ପୁରୀ, […]
ଆସନ୍ତାକାଲି ଆଉ ଏକ ଲଘୁଚାପ, ରାଜ୍ୟରେ ରାତ୍ରି ତାପମାତ୍ରା ବଢ଼ିବ
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୨: ଆସନ୍ତାକାଲି ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ଏହାରି ପ୍ରଭାବରେ ଶୀତ କମିବ ଏବଂ ଦିନରେ ଆକାଶ ମେଘାଚ୍ଛ ନ୍ନ ରହିବ । ପାଣିପାଗ ସୂଚନା ଅନୁସାରେ, ଆସନ୍ତିାକାଲି ସୃଷ୍ଟି ହେଉଥିବା ଲଘୁଚାପ ଯୋଗୁଁ ରବିବାର ଯାଏ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବ । ଏହି ଲଘୁଚାପ ଧୀରେ ଧୀରେ ପଶ୍ଚିମ- ଉତ୍ତରପଶ୍ଚିମ ଆଡକୁ ଗତି କରି ଅଧିକ ଘନୀଭୂତ ହେବ […]
କାଳବେଶାଖୀ ସମ୍ଭାବନା : ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୨୪ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଳକାନଗିରି, ପୁରୀ, ଖୋର୍ଧା, ନୟାଗଡ଼, କଟକ ଓ ସୁନ୍ଦରଗଡ଼ ଆଦି ରହିଛି । ସେହିପରି ସେପେଫମ୍ବର ୨୫ରୁ ୨୬ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, […]

