Odisha update COVID
ଓଡ଼ିଶା 

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୦୩ ରେ ପହଁଚିଲା; ୨୪ ଘଂଟାରେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୦୩ ରେ ପହଁଚିଲା; ୨୪ ଘଂଟାରେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁନ ୨୨: ୨୪ ଘଣ୍ଟାରେ ୧୪୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଓଡ଼ିଶାରେ I ଏହାକୁ ମିଶାଇ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୩୦୩ କୁ ବୃଦ୍ଧି ପାଇଛି I ଖୋର୍ଦ୍ଧା ରେ ୧୬, ନୟାଗଡ ରେ ୧୩, ବାଲେଶ୍ୱର ରେ ୧୩, କଟକରେ ୨୦, ଜଗତସିଂହପୁର ରେ ୧, ଅନୁଗୁଳ ରେ ୧, ଢେଙ୍କାନାଳ ରେ ୩, ଭଦ୍ରକ ରେ ୪, କଳାହାଣ୍ଡି ରେ ୬, କେନ୍ଦୁଝର ରେ […]
Read More...

Advertisement