ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୦୩ ରେ ପହଁଚିଲା; ୨୪ ଘଂଟାରେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଜୁନ ୨୨: ୨୪ ଘଣ୍ଟାରେ ୧୪୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଓଡ଼ିଶାରେ I ଏହାକୁ ମିଶାଇ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୩୦୩ କୁ ବୃଦ୍ଧି ପାଇଛି I ଖୋର୍ଦ୍ଧା ରେ ୧୬, ନୟାଗଡ ରେ ୧୩, ବାଲେଶ୍ୱର ରେ ୧୩, କଟକରେ ୨୦, ଜଗତସିଂହପୁର ରେ ୧, ଅନୁଗୁଳ ରେ ୧, ଢେଙ୍କାନାଳ ରେ ୩, ଭଦ୍ରକ ରେ ୪, କଳାହାଣ୍ଡି ରେ ୬, କେନ୍ଦୁଝର ରେ […]
ଭୁବନେଶ୍ୱର: ଜୁନ ୨୨: ୨୪ ଘଣ୍ଟାରେ ୧୪୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଓଡ଼ିଶାରେ I ଏହାକୁ ମିଶାଇ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୩୦୩ କୁ ବୃଦ୍ଧି ପାଇଛି I ଖୋର୍ଦ୍ଧା ରେ ୧୬, ନୟାଗଡ ରେ ୧୩, ବାଲେଶ୍ୱର ରେ ୧୩, କଟକରେ ୨୦, ଜଗତସିଂହପୁର ରେ ୧, ଅନୁଗୁଳ ରେ ୧, ଢେଙ୍କାନାଳ ରେ ୩, ଭଦ୍ରକ ରେ ୪, କଳାହାଣ୍ଡି ରେ ୬, କେନ୍ଦୁଝର ରେ ୨, ଗଂଜାମ ରେ ୩୨, ସୁନ୍ଦରଗଡ ରେ ୧୨, କାନ୍ଦ୍ରାପଡ଼ା ରେ ୧୦, ଝାରସୁଗୁଡା ରେ ୧, ବରଗଡ ରେ ୧, ବଲାଙ୍ଗୀର ୧ ଏବଂ ସମ୍ବଲପୁର ରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏନଡିଆରଏଫ୍ ର ଦୁଇ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I




