odisha tradition
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଶଗଡେଶ୍ୱର ଶୀତଲଷଷ୍ଠୀ ଯାତ୍ରା ପ୍ରସ୍ତୁତି ବୈଠକ
Published On
By Samaya Live
ଜମନକିରା : ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ଶଗଡେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ସୋମବାର ପ୍ରସ୍ତୁତି ବୈଠକ ବାବା ମଠରେ ଅନୁଷ୍ଠିତ ହୋଇଯାଇଛି । ନୃପଲାଲ ପଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଧୁମଧାମରେ ଯାତ୍ରା କରିବାକୁ ଆଲୋଚନା ହୋଇଥିଲା । ଚଳିତ ବର୍ଷ ମାତା ପାର୍ବତୀଙ୍କ ପିତା ମାତା ଭାବେ କୁସମୀ ଗ୍ରାମର ଅଜୟ ବେହେରା ଓ ଧର୍ମପତ୍ନୀ କାଦମ୍ବିନୀ ବେହେରା ମନୋନୀତ ହୋଇଥିବା ବେଳେ ବାବା ଶଗଡେଶ୍ୱରଙ୍କ ପିତା ମାତା ଭାବରେ ଲାଇଡଝଗୁନା […]
ଶ୍ରୀମନ୍ଦିର ଆଜି ଚାରିଘଣ୍ଟା ଭକ୍ତଙ୍କ ପାଇଁ ବନ୍ଦ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୫ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି ହୋଇଥିବାରୁ ଆଜି ତିନି ଦିଅଁଙ୍କର ‘ବନକଲାଗି’ ରୀତିନୀତି ହେବାକୁ ଯାଉଛି । ଏହା ଏକ ଗୁପ୍ତ ନୀତି । ଏହି ନୀତି ସମୟରେ କୌଣସି ଭକ୍ତ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । ତେଣୁ ଭକ୍ତଙ୍କ ଲାଗି ୪ ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀଠାକୁରଙ୍କ ଏହି ନୀତି ଅପରାହ୍ନ ପ୍ରାୟ ୪ରୁ ଆରମ୍ଭ ହୋଇ ରାତ୍ରି ପ୍ରାୟ ୮ […]
ଶ୍ରୀମନ୍ଦିର ଖୋଲିବା ପାଇଁ ନୂଆ ଏସ୍ଓପି ଜାରି
Published On
By Samaya Live
ଭୁବନେଶ୍ୱର, ଅଗଷ୍ଟ ୧୧: ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ ଏସ୍ଓପି ଜାରି କରିଛନ୍ତି । ଆଧାର କାର୍ଡ ଦେଖାଇ ପୁରୀବାସୀ କାଳିଆଙ୍କ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲାବେଳେ ସାଧାରଣ ଲୋକଙ୍କ ପାଇଁ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ କିମ୍ବା ଦୁଇ ଡ଼ୋଜ୍ ଟିକା ନେବାର ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଦୁଇ ଦିନ ଅର୍ଥାତ୍ ୧୨ ତାରିଖରୁ୧୩ ତାରିଖ ଦୁଇ ଦିନ କେବଳ ସେବାୟତଙ୍କ ପରିବାର ଲୋକ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ […]
ଭକ୍ତଙ୍କ ପାଇଁ ଆଜି ଖୋଲିଲା ଘଟଗାଁ ତାରିଣୀଙ୍କ ମନ୍ଦିର, ଆସନ୍ତା କାଲି ଖୋଲିବ ଶ୍ରୀବଳଦେବଜୀଉ ମନ୍ଦିର
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୦: ଆଜିଠୁ ଖୋଲିଲା କେନ୍ଦୁଝର ଜିଲ୍ଲା ସ୍ଥିତ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର । କୋଭିଡ ଗାଇଡକୁ ପାଳନ କରି ଭକ୍ତମାନେ ମନ୍ଦିରରେ ପ୍ରବେଶ କରିଛନ୍ତି । ପ୍ରାତଃ କାଳରୁ ମା’ଙ୍କ ସକାଳ ପୂଜାର୍ଚ୍ଚନା ପରେ ପ୍ରାୟ ସାଢ଼େ ୭ଟା ସମୟରେ ଶ୍ରଦ୍ଧାଳୁ ମନ୍ଦିରକୁ ପ୍ରବେଶ କରିଛନ୍ତି । କୋଭିଡ ଗାଇଡ ଲାଇନ ମାଧ୍ୟମରେ ସମସ୍ତ ବ୍ୟବସ୍ଥା କରିବା ଲାଗି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । * ୩୦ରୁ […]
ଆଜିଠୁଁ ପର୍ଯ୍ୟଟନଙ୍କ ପାଇଁ ଖୋଲିଲା ସୂର୍ଯ୍ୟ ମନ୍ଦିର
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ୨: କରୋନା ମହାମାରୀ ସକାଶେ ଗତ ତିନି ମାସରୁ ଊର୍ଦ୍ଧ୍ୱ ଦିନ ଧରି ବନ୍ଦ ଥିବା କୋଣାର୍କର ସୂର୍ଯ୍ୟ ମନ୍ଦିର ଆଜି ପର୍ଯ୍ୟଟନଙ୍କ ପାଇଁ ଖୋଲିଛି । ଗୋଟିଏ ଦିନରେ କେବଳ ୨ ହଜାର ପର୍ଯ୍ୟଟକ ମନ୍ଦିରକୁ ପ୍ରବେଶ କରିପାରିବେ । ପ୍ରତ୍ୟହ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍ ସକାଳ ୬ଟାରୁ ଦ୍ୱିପ୍ରହର ୧ଟା ଯାଏଁ ୧ ହଜାର ପର୍ଯ୍ୟଟକ ଏବଂ ଦ୍ୱି୍ୱିପ୍ରହର ୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଆଉ ୧ ହଜାର ର୍ପଯ୍ୟଟକଙ୍କୁ ପ୍ରବେଶ ଅନୁମତି […]

