Odisha sports
ଖେଳ 

ଗ୍ରୀଷ୍ମ କାଳୀନ ମୁଷ୍ଟିଯୋଦ୍ଧ ଶିବିର ଆରମ୍ଭ

ଗ୍ରୀଷ୍ମ କାଳୀନ ମୁଷ୍ଟିଯୋଦ୍ଧ ଶିବିର ଆରମ୍ଭ ଭୁବନେଶ୍ୱର: ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆଜିଠାରୁ ଗ୍ରୀଷ୍ମ କାଳୀନ ମୁଷ୍ଟିଯୋଦ୍ଧ ଶିବିର ଆରମ୍ଭ ହୋଇଯାଇଛି । ମୁଷ୍ଟିଯୋଦ୍ଧାମାନେ ପ୍ରଥମେ ସିଟି ରୋଡ଼ ନୂଆ ସାହି ଅଭୟ ମହାବୀର ମନ୍ଦିର ଠାରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପ୍ରଯନ୍ତ ଏକ ମସାଲ ଶୋଭାଯାତ୍ରାରେ ଆସିଥିଲେ । ଏହାପରେ ଶିବିରକୁ ଆରମ୍ଭ କରାଯାଇଥିଲା ଓ କ୍ରୀଡା କୌଶଳ ପଦର୍ଶନ କରାଯାଇଥିଲା । ଏଥରେ ଭୋଳନାଥ ଉଚ୍ଚ ବିଦ୍ୟାଳୟ, ପୋଲିସ ଉଚ୍ଚ ବିଦ୍ୟାଳୟ, ସର୍ବଦୟ ନଗର ଆଦର୍ଶ ପ୍ରକଳ୍ପ ଉଚ୍ଚ ପ୍ରାଥମିକ […]
Read More...
ଜିଲ୍ଲା 

ହକି ଖେଳକୁ ଲୋକପ୍ରିୟ କରିବା ପାଇଁ ପ୍ରଶାସନର ଉଦ୍ୟମ

ହକି ଖେଳକୁ ଲୋକପ୍ରିୟ କରିବା ପାଇଁ ପ୍ରଶାସନର ଉଦ୍ୟମ ଝାରସୁଗୁଡ଼ା : ଓଡିଶାରେ ଝାରସୁଗୁଡା ଜିଲ୍ଳା ହକି କ୍ଷେତ୍ରରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଉଦ୍ୟମକୁ ଖେଳ ପ୍ରେମୀ ବେଶ ପ୍ରଶଂସା କରିଛନ୍ତି । ବର୍ତମାନ ରାଜ୍ୟ ସରକାର ଜାତୀୟ ହକି ଖେଳକୁ ଗୁରୁତ୍ୱ ଦେଉ ଥିବା ବେଳେ ଝାରସୁଗୁଡା ଜିଲ୍ଳାପାଳ ସରୋଜ କୁମାର ସାମଲ ଜିଲ୍ଳାରେ ଥିବା ସ୍କୁଲ ଗୁଡିକରେ ହକି ଖେଳକୁ ଲୋକ ପ୍ରିୟ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି । ସ୍କୁଲରେ ପିଲାମାନଙ୍କୁ ହକି ଖେଳ […]
Read More...

Advertisement