odisha social situation
ବାଣିଜ୍ୟ  ଓଡ଼ିଶା 

ଖାଉଟିଙ୍କୁ କାଳ କରୁଛି ମହଙ୍ଗା ମାଡ

ଖାଉଟିଙ୍କୁ କାଳ କରୁଛି ମହଙ୍ଗା ମାଡ ଭୁବନେଶ୍ୱର: ମଇ ୧୩: ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ସାଧାରଣ ଜନତା । କେତେବେଳେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ତ ଆଉ କେତେବେଳେ ପନିପରିବା, ଗ୍ୟାସ୍‌ ଦର ବୃଦ୍ଧି । ଏଭଳି ଗୋଟିଏ ପରେ ଗୋଟିଏ ମହଙ୍ଗା ମାଡ଼ ସାଧାରଣ ଜନତାଙ୍କ ଉପରେ ଭାରି ପଡ଼ିଛି । ଏସବୁ ଭିତରେ ଏବେ ବ୍ରଏଲର କୁକୁଡ଼ା ମାଂସ ଦର ଆକାଶ ଛୁଆଁ ହୋଇଛି । ସପ୍ତାହ ପୂର୍ବେ ବ୍ରଏଲର କୁକୁଡ଼ା ମାଂସ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି […]
Read More...

Advertisement